ଶ୍ରୀମନ୍ଦିରରେ ଦୋଳପର୍ବ ଆରମ୍ଭ l
ଆମଭାରତ { ପୁରୀ }୧୭ା୩: ଶନିବାର ଫଗୁ ଦଶମୀରେ ଶ୍ରୀମନ୍ଦିରରେ ଦୋଳପର୍ବ ଆରମ୍ଭ ହୋଇଛି। ମଧ୍ୟାହ୍ନ ଧୂପ ପରେ ୩ ବାଡ଼ରେ ମଇଲମ ହୋଇ ନୂଆଲୁଗା ଲାଗି ହୋଇଥିଲା। ପାଳିଆ ମେକାପ ଚନ୍ଦନ ବିଜେ କରାଇଥିଲେ। ଏହାପରେ ମହାପ୍ରଭୁଙ୍କ…
Read More...
Read More...