Odisha Latest Breaking News & Current Headlines
Monthly Archives

September 2020

କିଏ ହେଲା ବିଜୁ ଯୁବ ଜନତା ଦଳର ସଭାପତି ?

ଭୁବନେଶ୍ୱର,୨୭ ।୯ ( ଆମ ଭାରତ ): ବିଜୁ ଯୁବ ଜନତା ଦଳର ନୂଆ ସଭାପତି ହୋଇଛନ୍ତି ବ୍ୟୋମକେଶ ରାୟ । ବ୍ୟୋମକେଶ ହେଉଛନ୍ତି ଭଦ୍ରକ ଜିଲ୍ଲା ଚାନ୍ଦବାଲିର ବିଧାୟକ । ଅନ୍ୟପଟେ କଟକ ଜିଲ୍ଲା ବାଙ୍କୀର ବିଧାୟକ ଦେବୀରଞ୍ଜନ ତ୍ରିପାଠୀ…
Read More...

ଭୁବନେଶ୍ୱର ୟୁନିଟ୍‌ ୨ ମାର୍କେଟ୍ ଉଚ୍ଛେଦ ହେଲା ।

ଭୁବନେଶ୍ୱର: ( ଆମ ଭାରତ ) ୨୬/୯ :  ସରକାରୀ ଜମିରେ ଏପରିକି ରାସ୍ତାକଡ଼ରେ ଜବରଦଖଲକୁ ଆଦୌ ବରଦାସ୍ତ କରାଯିବନି । ବିଏମସି ଓ ବିଡିଏ ପକ୍ଷରୁ ଜାରି ରହିଛି ମିଳିତ ଅଭିଯାନ । ନିୟମିତ କରାଯାଉଛି ଜବରଦଖଲ ଉଚ୍ଛେଦ । ବାରମ୍ବାର…
Read More...

ସାବଧାନ୍ ୫ ଜିଲ୍ଲାରେ ପ୍ରବଳ ବର୍ଷା ।

ଭୁବନେଶ୍ୱର,୨୫ ।୯( ଆମ ଭାରତ ): ରାଜ୍ୟର ୫ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହି ୫ଟି ଜିଲ୍ଲାଗୁଡିକ ହେଉଛି- ଗଜପତି, ମାଲକାନଗିରି, କୋରାପୁଟ, ରାୟଗଡା ଓ କନ୍ଧମାଳ । ଘୂର୍ଣ୍ଣିଝଡ…
Read More...

୨୦ ପଇସା ବଢିଲା ବିଦ୍ୟୁତ୍ ଦର ।

ଭୁବନେଶ୍ୱର ( ଆମ ଭାରତ ) ୨୩/୯ : ବିଜୁଳି ଦର ବଢିଲା । ଦୁଇବର୍ଷ ପରେ ବିଦ୍ୟୁତ ଦର ୟୁନିଟ ପିଛା ୨୦ ପଇସା ବଢାଇଛି ଓଡିଶା ବିଦ୍ୟୁତ ନିୟାମକ ଆୟୋଗ । ଅକ୍ଟୋବର ପହିଲାରୁ ଏହି ବର୍ଦ୍ଧିତ ଦର ଲାଗୁ ହେବ । ନୂଆ ବିଦ୍ୟୁତ ଦର…
Read More...

ରାଷ୍ଟ୍ରାୟତ ବ୍ୟାଙ୍କ ତିନବର୍ଷ ମଧ୍ୟରେ ୧୦ ହଜାର କୋଟିରୁ ଅଧିକ ଟଙ୍କା ଆଦାୟ କରିଛନ୍ତି ।

ନୂଆଦିଲ୍ଲୀ : ( ଆମ ଭାରତ ) ୨୦/୯ :   ରାଷ୍ଟ୍ରାୟତ ବ୍ୟାଙ୍କଗୁଡିକ ଗତ ତିନବର୍ଷ ମଧ୍ୟରେ ଜାଣିଶୁଣି ଋଣ ପରିଶୋଧ କରୁନଥିବା ଗ୍ରାହକଙ୍କଠାରୁ ୧୦ ହଜାର କୋଟିରୁ ଅଧିକ ଟଙ୍କା ଆଦାୟ କରିଛନ୍ତି। ଆରବିବାର ରାଜ୍ୟସଭାରେ ଏକ…
Read More...

ମଦ୍ୟପାନଜନିତ ଗାଡ଼ି ଦୁର୍ଘଟଣା ଦେଶରେ ଉତ୍ତରପ୍ରଦେଶ ପ୍ରଥମ, ଦ୍ବିତୀୟ ସ୍ଥାନରେ ଓଡ଼ିଶା ।

ନୂଆଦିଲ୍ଲୀ : (  ଆମ ଭାରତ ) ୧୭/୯ : ମଦ୍ୟପାନ କରି ଗାଡ଼ି ଚାଳନା ଯୋଗୁଁ ଦେଶରେ ପ୍ରତିବର୍ଷ ଦୁର୍ଘଟଣା ସଂଖ୍ୟା ୧୪ହଜାରରୁ ଅଧିକ । ସରକାର ମଦ୍ୟପାନ କରି ଗାଡ଼ି ଚାଳନା ନ କରିବା ପାଇଁ ଯାବତୀୟ ସତର୍କ ସୂଚନା ଜାରି କରିଛନ୍ତି…
Read More...

ଚଳନ୍ତା ଅଟୋରେ ମହିଳା ଯାତ୍ରୀଙ୍କୁ ଅସଦାଚରଣ ।

ଭୁବନେଶ୍ୱର: ( ଆମ ଭାରତ ) ୧୬/୯ :  ଚଳନ୍ତା ଅଟୋରେ ମହିଳା ଯାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ । ଭୁବନେଶ୍ୱର ପଲାସପଲ୍ଲୀ ଛକରେ ଘଟିଛି ଏହି ଅଭାବନୀୟ ଘଟଣା । ଅଟୋରେ ଥିବା ସହଯାତ୍ରୀ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ମହିଳା…
Read More...

ରାଜ୍ୟରେ ୪୫ରୁ ୫୫ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି ।

ଭୁବନେଶ୍ୱର,୧୬ ।୯( ଆମ ଭାରତ ): ସେପ୍ଟେମ୍ବର ୨୦ରେ ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ପ୍ରଭାବରେ ଓଡିଶାରେ ପ୍ରବଳରୁ ଅତି ପ୍ରଳବ ବର୍ଷା ବର୍ଷା ହେବାର ସମ୍ଭାବନା ରହିଛି ।…
Read More...

ଅଭିନେତା ଅଜିତ ଦାଶ ପରଲୋକରେ ।

ଭୁବନେଶ୍ୱର,୧୩ ।୯( ଆମ ଭାରତ ): ଓଡିଆ ଚଳଚ୍ଚିତ୍ରର ବିଶିଷ୍ଟ ଅଭିନେତା ଅଜିତ ଦାଶଙ୍କର ଆଜି ଦେହାନ୍ତ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ଅଜିତଙ୍କ ଦେହାନ୍ତ ଘଟିଛି । ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଅଜିତଙ୍କ ଚିକିତ୍ସା…
Read More...

ଫିଟ ଇଣ୍ଡିଆ ଫ୍ରିଡ଼ମ ରନ ଆୟୋଜିତ।

ରାଉରକେଲା ( ଆମ ଭାରତ ) ୧୩/୯ : ରାଉରକେଲା ର ଅଗ୍ରଣୀ କ୍ରୀଡା ଅନୁଷ୍ଠାନ ପାନପୋଷ କ୍ରୀଡା ସଂଘଟନ ଓ କ୍ରୀଡା ଉନୟନ କ୍ରିୟାନୁଷ୍ଠାନ କମିଟି ଦ୍ଵାରା ଏକ ଫିଟ ଇଣ୍ଡିଆ ଫ୍ରିଡ଼ମ ଦୌଡ଼ ର ଆୟୋଜିତ ହୋଇଯାଇଛି। ଆଜି ସ୍ଥାନୀୟ…
Read More...