ଘରୋଇ ଓ ବେସରକାରୀ ବ୍ୟାଙ୍କଗୁଡିକ ୨୧୯ ଜଣ ଋଣ ଖିଲାପକାରୀଙ୍କୁ ଚିହ୍ନଟ କରିଛନ୍ତି ଏବଂ ସେମାନଙ୍କଠାରୁ ୧୨ ହଜାର ୩୩୮ କୋଟି ଟଙ୍କା ଆଦାୟ କରାଯିବ। ରାଷ୍ଟ୍ରାୟତ ବ୍ୟାଙ୍କଗୁଡିକ ଋଣ ଖିଲାପକାରୀଙ୍କ ବିରୋଧରେ ସିବିଆଇ ନିକଟରେ ଅଭିଯୋଗ କରିଥାଆନ୍ତି। ସିବିଆଇ ନିକଟରେ ଏ ସଂକ୍ରାନ୍ତୀୟ ୫୧୨ଟି ମାମଲା ରୁଜ୍ଜୁ ହୋଇଛି ବୋଲି ସେ କହିଛନ୍ତି।