Odisha Latest Breaking News & Current Headlines
Monthly Archives

August 2020

ରାଜ୍ୟ ସରକାରଙ୍କ ୪.0 ଅନ୍‌ଲକ୍‌ ଗାଇଡ୍‌ଲାଇନ୍‌ ଜାରି ।

ଭୁବନେଶ୍ୱର, ୩୧ା୮( ଆମ ଭାରତ ): ଅନଲକ ୪ ଓ ସେପ୍ଟେମ୍ବର ମାସ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗାଇଡ଼ ଲାଇନ ଜାରି କରାଯାଇଛି । କରୋନା ମୁକାବିଲା ନେଇ ନିୟମାବଳୀ ଜାରି ହୋଇଛି । ଅବରୋଧ ଅଞ୍ଚଳରେ ସେପ୍ଟେମ୍ବର ୩୦ ଯାଏଁ ଲକଡାଉନ…
Read More...

ଆସନ୍ତାକାଲି ବନ୍ୟା ଅଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ ।

ଭୁବନେଶ୍ୱର, ୩୦ା୮( ଆମ ଭାରତ ): ଆସନ୍ତାକାଲି ରାଜ୍ୟର ବନ୍ୟାଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ବନ୍ୟା ଅଞ୍ଚଳ ପରିଦର୍ଶନ ପରେ ବରିଷ୍ଠ…
Read More...

କେନ୍ଦ୍ର ଗୃହ ମନ୍ତ୍ରାଳୟ ତରଫରୁ ଅନଲକ୍-୪ ଗାଇଡଲାଇନ୍ ଜାରି । ।

ନୂଆଦିଲ୍ଲୀ,୨୯ ।୮: ସାରା ଦେଶରେ କରୋନା ମହାମାରୀ ନିଜର କାୟା ବିସ୍ତାର କରିବାରେ ଲାଗିଛି । ଏହାରି ମଧ୍ୟରେ ଆଜି ଅନଲକ୍-୪ ଦେଇ ଗାଇଡଲାଇନ୍ ଜାରି ହୋଇଛି । ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ କ’ଣ ରହିବ ରୂପରେଖା, ସେନେଇ ଆଜି…
Read More...

ବିଦ୍ୟାଶ୍ରୀଙ୍କୁ କ’ଣ ପଚାରିଥିଲା କ୍ରାଇମବ୍ରାଞ୍ଚ ?

ଭୁବନେଶ୍ୱର,୨୭ ।୮( ଆମ ଭାରତ ): ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ତାଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କ ଲାଇ ଡିଟେକ୍ସନ ଟେଷ୍ଟ ଶେଷ ହୋଇଛି ।ଭୁବନେଶ୍ୱର ଫରେନସିକ୍ ଲ୍ୟାବରେ ହୋଇଥିବା ଏହି ଟେଷ୍ଟରେ ପ୍ରାୟ ୫ ଘଣ୍ଟାରୁ…
Read More...

ସ୍କଲ ଖୋଲିବା ଓ ସିଲାବସ୍ ହ୍ରାସ କୁ ନେଇ ମନ୍ତ୍ରୀ କଣ ସୂଚନା ଦେଲେ ଜାଣନ୍ତୁ ?

ଭୁବନେଶ୍ୱର, ୨୬ା୮( ଆମ ଭାରତ ): ରାଜ୍ୟରେ କରୋନା ସଂକ୍ରମଣଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । କରୋନା ପାଇଁ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ବେଶ ପ୍ରଭାବ ପଡ଼ିଛି । କାରଣ କରୋନା ପାଇଁ ସମସ୍ତ ସ୍କୁଲ ବନ୍ଦ ରହିଛି । କିନ୍ତୁ…
Read More...

ଦୁଇ ଦିନ ପାଇଁ ସଟଡାଉନ ଢ଼େଙ୍କାନାଳ ଜିଲ୍ଲା ।

ଢ଼େଙ୍କାନାଳ, ୨୬ା୮( ଆମ ଭାରତ ): ରାଜ୍ୟର ବିଭିନ୍ନ ଜିଲ୍ଲାରେ ଭିନ୍ନ ଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । ଏହାରି ମଧ୍ୟରେ ଢ଼େଙ୍କାନାଳ ଜିଲ୍ଲାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି । ଢ଼େଙ୍କାନାଳ ଟାଉନ…
Read More...

କେବେ ଧର୍ମାନୁଷ୍ଠାନ ଖୋଲିବ ତାହା ସରକାର ସ୍ପଷ୍ଟ କରନ୍ତୁ ।

କଟକ ( ଆମ ଭାରତ ) ୨୫/୮ :  କରୋନା କଟକଣା ପାଇଁ ରାଜ୍ୟରେ ମାର୍ଚ୍ଚ ମାସରୁ ଧର୍ମାନୁଷ୍ଠାନ ବନ୍ଦ ରହିଛି। ଧର୍ମାନୁଷ୍ଠାନକୁ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି। ଫଳରେ ଦୀର୍ଘ ମାସ ହେଲା ଧର୍ମାନୁଷ୍ଠାନ…
Read More...

ମାଗଣାରେ ଭାରତୀୟଙ୍କୁ ମିଳିବ କରୋନା ଟିକା ।

ନୂଆଦିଲ୍ଲୀ: ୭୩ ଦିନ ମଧ୍ୟରେ ବଜାରକୁ ଆସିବ କରୋନା ଟିକା କୋଭିସିଲ୍ଡ . ସିରମ ଇନଷ୍ଟିଚ୍ୟୁଟ୍ ଦ୍ବାରା ବିକଶତି ହେଉଛି ଏହି ଟିକା । ୫୮ ଦିନ ମଧ୍ୟରେ କରୋନା ଟିକାର ଟ୍ରାଏଲ ଶେଷ ହେବ । ଗତକାଲି ଏହାର ପ୍ରଥମ ଡୋଜ୍…
Read More...

୧୦ଜିଲ୍ଲାକୁ ରେଡ଼ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।

ଭୁବନେଶ୍ୱର, ୧୯ା୮( ଆମ ଭାରତ ): ସମ୍ଭାବ୍ୟ ଲଘୁଚାପ ବର୍ଷା ଦୃଷ୍ଟିରୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି ପ୍ରଦୀପ ଜେନା । ସମ୍ଭାବ୍ୟ ବନ୍ୟା ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।…
Read More...

ପ୍ରଣବ ମୁର୍ଖାଜୀଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ।

ନୂଆଦିଲ୍ଲୀ,୧୬ ।୮: ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ କରୋନା ପଜିଟିଭ ହେବ ପରେ ତାଙ୍କୁ ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପ୍ରଣବ ମୁର୍ଖାଜୀଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ଏବେ ବି ତାଙ୍କୁ…
Read More...