Odisha Latest Breaking News & Current Headlines
Monthly Archives

July 2020

ରାଜ୍ୟରେ ଅନ୍‌ଲକ୍‌-୩ ର ଗାଇଡଲାଇନ୍‌ ।

ଭୁବନେଶ୍ୱର ( ଆମ ଭାରତ ) : ଅନ୍‌ଲକ୍‌-୩ ଗାଇଡଲାଇନ୍‌ ନେଇ ମୁଖ୍ୟ ଶାସନ ସଚିବଙ୍କ ପ୍ରେସ୍‌ମିଟ୍: ମାସ୍କ ନପିନ୍ଧିଲେ ଅଧିକ ଜୋରିମାନା ଗଣିବେ। ପ୍ରଥ ୨ ଥର ନମାନିଲେ ହଜାର ଟଙ୍କା ଫାଇନ ଏବଂ ତୃତୀୟ ଥର ଏହି ନିୟମ…
Read More...

ଅଗଷ୍ଟ ୩୧ଯାଏଁ ଢ଼େଙ୍କାନାଳ ଜିଲ୍ଲାରେ ଶନିବାର ଓ ରବିବାର ସଟଡାଉନ ।

ଢ଼େଙ୍କାନାଳ, ୩୧ା୭( ଆମ ଭାରତ ): ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ତେଣୁ ବିଭିନ୍ନ ଜିଲ୍ଲାରେ ଭିନ୍ନ ଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । ଏହାରି ମଧ୍ୟରେ କରୋନା…
Read More...

ଢ଼େଙ୍କାନାଳ ଗୋଟିଏ ଗାଁରୁ ୭୪ ପଜିଟିଭ୍ ।

 ଢେଙ୍କାନାଳ ( ଆମ ଭାରତ ) : ଢେଙ୍କାନାଳ ଜିଲ୍ଲାରେ ବଢ଼ିଲା ମହାମାରୀ କରୋନାର ପ୍ରକୋପ । ଗୋଟିଏ ଦିନରେ ଜିଲ୍ଲାରୁ ୯୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୭୪ ଜଣ କେବଳ ଗୋଟିଏ ଗାଁରୁ ।…
Read More...

ଅନଲକ-୩ ପାଇଁ ଜାରି ହେଲା ଗାଇଡ଼ଲାଇନ।

ନୂଆଦିଲ୍ଲୀ ( ଆମ ଭାରତ )  ୨୯ା୭: ଦେଶରେ ଅନଲକ-୩ ପାଇଁ ଆଜି ଗାଇଡ଼ଲାଇନ ଜାରି ହୋଇଛି । ଅଗଷ୍ଟ ୩୧ ଯାଏଁ କଣ୍ଟେନମେଣ୍ଟ ଜୋନରେ ଲକଡାଉନ କଟକଣା କଡ଼ାକଡ଼ି ଭାବେ ପାଳନ କରାଯିବ । ଗାଇଡ଼ ଲାଇନ ଅନୁସାରେ ଅଗଷ୍ଟ ୧ରୁ ନାଇଟ କର୍ଫ୍ୟୁ…
Read More...

ରାଜ୍ୟରେ ୮୭୮ କରୋନା ଆକ୍ରାନ୍ତ ସୁସ୍ଥ ।

ଭୁବନେଶ୍ୱର, ୨୯।୭ ( ଆମ ଭାରତ ): ରାଜ୍ୟରେ ଆଜି ୮୭୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୧୮୯୩୮କୁ ବୃଦ୍ଧି ପାଇଛି ।ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…
Read More...

ପରଲୋକରେ ଆଲବମ୍ କୁଇନ ଦୀପା ସାହୁ ।

ଭୁବନେଶ୍ୱର, ୨୭ା୭( ଆମ ଭାରତ ) : ଆଲବମ୍ କୁଇନ ଦୀପା ସାହୁଙ୍କ ଆଜି ପରଲୋକ ଘଟିଛି । ସେ ଜରାୟୁ କ୍ୟାନସରରେ ପୀଡ଼ିତ ଥିଲେ । ଭୁବନେଶ୍ୱର ସ୍ଥିତ ସ୍ପର୍ଶ ହସ୍ପିଟାଲରେ ତାଙ୍କର ପରଲୋକ ଘଟିଛି । ସେ ଶତାଧିକ ଆଲବମରେ ଅଭିନୟ…
Read More...

ମୋଦୀ ‘ମନ କି ବାତ୍’ ରେ କଣ କହିଲେ ପଢନ୍ତୁ ?

ନୂଆଦିଲ୍ଲୀ ( ଆମ ଭାରତ ) ୨୬ ।୭: କାରଗିଲ ବିଜୟ ଦିବସରେ ଦେଶର ବୀର ଯବାନମାନଙ୍କର ସାହସିକତାକୁ ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ନିଜର ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ରେ ଦେଶବାସୀଙ୍କୁ…
Read More...

ରାଜ୍ୟରେ ଆଜି ୧୦ ମୃତ୍ୟୁ ୧୩୭୬ ପଜିଟିଭ୍ ।

ଭୁବନେଶ୍ୱର,୨୬ ।୭( ଆମ ଭାରତ ):  ରାଜ୍ୟରେ ଆଜି ପୁଣି ୧୩୭୬ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୯୧୭ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୪୫୯ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା…
Read More...

ରାଜ୍ୟରେ ୭୨୮ ଆକ୍ରାନ୍ତ ସୁସ୍ଥ ।

ଭୁବନେଶ୍ୱର,୨୫ ।୭( ଆମ ଭାରତ ):  ରାଜ୍ୟରେ ଆଉ ୭୨୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୫ ହଜାର ୯୨୮ ଜଣ ସୁସ୍ଥ ହେଲେଣି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ…
Read More...

ପ୍ଲାଜମା ଥେରାପି ପାଇଁ ମନ୍ତ୍ରୀମାନଙ୍କୁ ଗୁରୁଦାୟିତ୍ୱ ଦେଲେ ନବୀନ ।

ଭୁବନେଶ୍ୱର,୨୪ ।୭ (  ଆମ ଭାରତ ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ବଢି ଚାଲିଥିବା ବେଳେ ପ୍ଲାଜମା ଥେରାପି ଦିଆଯାଇଛି ଗୁରୁତ୍ୱ । ପ୍ଲାଜମା ଦାନକୁ ଉତ୍ସାହିତ କରିବାକୁ ମନ୍ତ୍ରୀଙ୍କୁ ଜିଲ୍ଲା ଦାୟିତ୍ୱ ଦେଇଛନ୍ତି…
Read More...