Odisha Latest Breaking News & Current Headlines
Monthly Archives

December 2019

ସୂର୍ଯ୍ୟପରାଗ ପାଇଁ ରାଜ୍ୟରେ ସରକାରୀ ଛୁଟି ଘୋଷଣା କରାଯାଇଛି ।

ଭୁବନେଶ୍ୱର୍ ( ଆମ ଭାରତ ) ୨୪/୧୨ : ଆସନ୍ତା ଡିସେମ୍ବର ୨୬ ତାରିଖରେ ହେବ ବର୍ଷର ଶେଷ ସୂର୍ଯ୍ୟପରାଗ । ଏହି ଦିନ ପାଇଁ ସରକାରୀ ଛୁଟି ଘୋଷଣା କରାଯାଇଛି । ସୂର୍ଯ୍ୟପରାଗ ଦିନ ରାଜ୍ୟର ସମସ୍ତ ସରକାରୀ ଅଫିସ ବନ୍ଦ ରହିବ ।…
Read More...

ଯୁବତୀଙ୍କୁ କାରରେ ଟେକିନେଇ ଗଣ ଦୁଷ୍କର୍ମ ।

ପୁରୀ  ( ଆମ ଭାରତ ) ୨/୧୨ :  ଜଣେ ଯୁବତୀଙ୍କୁ କାରରେ ଟେକିନେଇ ଗଣ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ଘଟଣାରେ ଜଣେ ପୁଲିସ କର୍ମଚାରୀ ସମ୍ପୃକ୍ତ ଥିବା କଥା ଉଠିବା ପରେ ପୁରୀ ଏସ୍‌ପି ଏହି…
Read More...

କ୍ୟାମେରା ଫୁଟେଜରେ ଟ୍ରାଫିକର ୧୦ଟି ନିୟମ ।

ଭୁବନେଶ୍ୱର (ଆମଭାରତ ) ୧/୧୨ : ସାରା ରାଜ୍ୟରେ ଆଜିଠାରୁ ଟ୍ରାଫିକ ନିୟମକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରାଯାଇଛି । ରାଜଧାନୀ ଭୁବନେଶ୍ୱର ରୂପାଲି ଛକରୁ ଆରମ୍ଭ ହେଲା କ୍ୟାମେରା ଚାଲାଣ । କ୍ୟାମେରା ମାଧ୍ୟମରେ ୪ଜଣଙ୍କର…
Read More...