Odisha Latest Breaking News & Current Headlines
Monthly Archives

June 2020

୫୯ଟି ଚାଇନା ମୋବାଇଲ୍‌ ଆପକୁ ଭାରତରେ ବ୍ୟାନ୍ ।

ନୂଆଦିଲ୍ଲୀ ( ଆମ ଭାରତ ) ୨୯/୬: ଟିକଟକ୍‌ ସମେତ ୫୯ଟି ଚାଇନା ମୋବାଇଲ୍‌ ଆପକୁ ଭାରତରେ ନିଷିଦ୍ଧ । ତଥ୍ୟ ଚୋରି ଅଭିଯୋଗରେ ନିଷିଦ୍ଧ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଦେଶର ଏକତା ଓ ସାର୍ବଭୌମତ୍ବ ପ୍ରତି ବିପଦ ଥିବାରୁ…
Read More...

କେନ୍ଦ୍ର ଗୃହ ବିଭାଗ ପକ୍ଷରୁ ପ୍ରକାଶ ପାଇଛି ଅନଲକ୍‌-୨ ନୂଆ ଗାଇଡଲାଇନ୍ ।

ନୂଆଦିଲ୍ଲୀ ( ଆମ ଭାରତ ) ୨୯/୬: ଅନଲକ୍‌-୨ ନୂଆ ଗାଇଡଲାଇନ୍‌ ମୁତାବକ, କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ଜୁଲାଇ ୩୧ ଯାଏ ବଢ଼ିଲା ଲକ୍‌ଡାଉନ। ଏହା ସହ ଜୁଲାଇ ୩୧ ଯାଏ ଦେଶର ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ଜୁଲାଇ ୧୫ରୁ…
Read More...

କେଉଁ ନିୟମ ଅନୁଯାୟୀ ବାହୁଡା ଓ ସୁନାବେଶ ହେବ ?

ପୁରୀ,୨୭ ।୬( ଆମ ଭାରତ ):  ବାହୁଡା ଓ ସୁନାବେଶ ପାଇଁ ଚାଲିଛି ପ୍ରସ୍ତୁତି । ଏହାରି ମଧ୍ୟରେ ବାହୁଡା ଓ ସୁନାବେଶ ପାଇଁ ପୁରରୀରେ ନୂଆ କଟକଣା ଲାଗୁ ହୋଇଛି । କଟକଣା ମୁତାବକ, ଜୁନ୍ ୩୦ ରାତି ୧୦ଟାରୁ ଜୁଲାଇ ୨ ରାତି ୧୦ଟା…
Read More...

୧୭୦ପଜିଟିଭ , କ୍ୱାରେଣ୍ଟାଇନ ସେଣ୍ଟରରୁ ୧୪୩ ସଂକ୍ରମିତ,୨୭ ଲୋକାଲ କେସ୍ ।

ଭୁବନେଶ୍ୱର: ଆଜି ରାଜ୍ୟରେ ଆଉ ୧୭୦ କରୋନା ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିସହ ମୋଟ୍‌ ସଂକ୍ରମିତ ସଂଖ୍ୟା ୬ ହଜାର ୩୫୦କୁ ବୃଦ୍ଧି ପାଇଛି। କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ୧୪୩ ଜଣ ଓ ଲୋକାଲ୍‌ କେସ ୨୭ ରହିଛି । ଏଥିସହିତ…
Read More...

ମଞ୍ଚେଶ୍ୱରରେ ବ୍ଲୁ ହ୍ୱିଲ ହସ୍ପିଟାଲ ସିଲ୍ ।

ଭୁବନେଶ୍ୱର, ୨୪ା୬( ଆମ ଭାରତ ): ରାଜଧାନୀ ଭୁବନେଶ୍ୱର ସ୍ଥିତ ମଞ୍ଚେଶ୍ୱର ବ୍ଲୁ ହ୍ୱିଲ ହସ୍ପିଟାଲ ସିଲ୍ କରାଯାଇଛି । କୋଭିଡ଼ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ସିଲ କରିଛି ବିଏମସି । ହସ୍ପିଟାଲକୁ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି…
Read More...

ଭାଭୋବିହୋଳରେ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ।

ଭୁବନେଶ୍ୱର ( ଆମ ଭାରତ ) ୨୩/୬ :ଆଜି ପବିତ୍ର ରଥଯାତ୍ରା । ଗତକାଲି ସୁପ୍ରିମକୋର୍ଟ ଅନୁମତି ଦେବା ପରେ ଆଜି ପୁରୀରେ ବଡ଼ଦାଣ୍ଡରେ ଗଡ଼ିଛି ରଥ । କିନ୍ତୁ କଟକଣା ଓ ବିନା ଭକ୍ତରେ ରଥଯାତ୍ରା କରାଯିବା ନେଇ ସର୍ତ୍ତ ରଖିଥିଲେ…
Read More...

ରାଜ୍ୟରେ ୧୬୭ ପଜିଟିଭ୍ ଚିହ୍ନଟ ।

ଭୁବନେଶ୍ୱର,୨୩ ।୬( ଆମ ଭାରତ ): ରାଜ୍ୟରେ ଆଉ ୧୬୭ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୧୮ଟି ଜିଲ୍ଲାରୁ ୧୬୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୧୫୦ ଜଣ ଚିହ୍ନଟ…
Read More...

ରଥଯାତ୍ରା ପାଇଁ ସର୍ତ୍ତ ରଖିଲେ ସୁପ୍ରିମକୋର୍ଟ ।

ପୁରୀ ( ଆମ ଭାରତ ) ୨୨/୬ : ରଥଯାତ୍ରା ପାଇଁ ୧୧ଟି ସର୍ତ୍ତ ରଖିଛନ୍ତି ସୁପ୍ରିମକୋର୍ଟ । କରୋନା ନିୟନ୍ତ୍ରଣ ପାଇଁ ଓଡ଼ିଶା ସରକାର ଭଲ ଭାବରେ କାର୍ଯ୍ୟ କରିଛନ୍ତି।ତେଣୁ ଏଭଳି ଆଭିମୁଖ୍ୟ ରଥଯାତ୍ରାରେ ବି ରଖିବାକୁ ନିର୍ଦେଶ…
Read More...

ସ୍ୱାସ୍ଥ୍ୟ ସେବା କର୍ମଚାରୀଙ୍କ ବୀମା ଯୋଜନା ବୃଦ୍ଧି ।

ନୂଆଦିଲ୍ଲୀ  ( ଆମ ଭାରତ ) : ଦେଶରେ କୋଭିଡ-୧୯ ମାମଲା ବୃଦ୍ଧି ପାଉଥିବା ବେଳେ ସରକାର ପ୍ରାୟ ୨୨ ଲକ୍ଷ ସ୍ୱାସ୍ଥ୍ୟ ସେବା ଯୋଗାଉଥିବା କର୍ମଚାରୀଙ୍କ ପାଇଁ ୫୦ ଲକ୍ଷ ଟଙ୍କା ବୀମା ଯୋଜନାକୁ ସେପ୍ଟେମ୍ବର ପର୍ଯ୍ୟନ୍ତ ବୃଦ୍ଧି…
Read More...