Odisha Latest Breaking News & Current Headlines

ରାଜ୍ୟରେ ୮୭୮ କରୋନା ଆକ୍ରାନ୍ତ ସୁସ୍ଥ ।

0

ଭୁବନେଶ୍ୱର, ୨୯।୭ ( ଆମ ଭାରତ ): ରାଜ୍ୟରେ ଆଜି ୮୭୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୧୮୯୩୮କୁ ବୃଦ୍ଧି ପାଇଛି ।ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ ଗଞ୍ଜାମରୁ ସର୍ବାଧିକ ୩୯୬, ଖୋର୍ଦ୍ଧା ରୁ୧୧୪, ଗଜପତିରୁ ୪୯, ଜଗତସିଂହପୁର ରୁ ୪୪, କୋରାପୁଟରୁ ୩୫, ବାଲେଶ୍ୱରରୁ ୩୩, କନ୍ଧମାଳରୁ ୨୯, ଅନୁଗୁଳରୁ ୨୬, କେନ୍ଦୁଝରରୁ ୨୩, ନୟାଗଡ଼ରୁ ୧୬, କଟକରୁ ୧୪, ସୁନ୍ଦରଗଡ଼ରୁ ୧୪, ଭଦ୍ରକରୁ ୧୩, ମାଲକାନଗିରି ରୁ ୧୧, ଯାଜପୁରରୁ ୧୦, କେନ୍ଦ୍ରାପଡ଼ାରୁ ୮, ବରଗଡ଼ ରୁ ୭,  ବୌଦ୍ଧରୁ ୭, ଢେଙ୍କାନାଳରୁ ୭, ଝାରସୁଗୁଡ଼ାରୁ ୫, ବଲାଙ୍ଗୀର ରୁ ୪, ପୁରୀରୁ ୪, ନୂଆପଡ଼ାରୁ ୩, ରାୟଗଡ଼ାରୁ ୩, ମୟୁରଭଂଜରୁ ୨, ସମ୍ବଲପୁର ରୁ ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

Leave A Reply

Your email address will not be published.