Odisha Latest Breaking News & Current Headlines
Monthly Archives

July 2020

ବିଧାନସଭାକୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ।

ଭୁବନେଶ୍ୱର,୨୪ ।୭ ( ଆମ ଭାରତ ):  ଆଜି ବିଧାନସଭାର ୫ କର୍ମଚାରୀ କରୋନାରେ ଚିହ୍ନଟ ହୋଇଛନ୍ତି । ୫ କର୍ମଚାରୀଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତଙ୍କୁ କ୍ୱାରେଣ୍ଟାଇନରେ ରଖାଯିବ । ଏହା ସହ ସମ୍ପୂର୍ଣ୍ଣ ବିଧାନସଭାକୁ…
Read More...

ରାଜ୍ୟରେ ଆଜି ୧୫୯୪ ଆକ୍ରାନ୍ତ ଚିହ୍ନଟ, ୬ ମୃତ୍ୟୁ ।

ଭୁବନେଶ୍ୱର, ୨୩ା୭( ଆମ ଭାରତ ) : ରାଜ୍ୟରେ ଆଜି ୨୮ଜିଲ୍ଲାରୁ ସର୍ବାଧିକ ୧୫୯୪କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୦୬୭ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ୫୨୭ସ୍ଥାନୀୟ…
Read More...

ରାଜ୍ୟରେ ୧୨୬୪ ଆକ୍ରାନ୍ତ ଚିହ୍ନଟ,୬ଜଣଙ୍କ ଜୀବନ ନେଇଛି କରୋନା ଭାଇରସ ।

ଭୁବନେଶ୍ୱର, ୨୩ା୭ ( ଆମ ଭାରତ ): ରାଜ୍ୟରେ ଆଜି ୨୭ଜିଲ୍ଲାରୁ ସର୍ବାଧିକ ୧୨୬୪କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ୧୨୬୪ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୮୪୭ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ୪୧୭ସ୍ଥାନୀୟ…
Read More...

ତିନିରଥକୁ ଶରଙ୍ଖିତ ରଖିବା ପାଇଁ ବୈଠକ ବସିଥିଲା ।

ପୁରୀ ( ଆମ ଭାରତ ) ୨୨/୭ : ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଗୁରୁତ୍ୱ ପୂର୍ଣ୍ଣ ବୈଠକ ବସିଥିଲା | ମହାରଣା, ଭୋଇ ସେବାୟତ ମାନଙ୍କୁ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ପରିଚାଳନା କମିଟି ର ସଦସ୍ୟ ମାନେ ଆଲୋଚନା…
Read More...

ରାଜ୍ୟସଭା ପାଇଁ ଶପଥ ନେଲେ ୪ ଓଡିଆ ସାଂସଦ ।

ନୂଆଦିଲ୍ଲୀ, ଜୁଲାଇ ୨୨ ( ଆମ ଭାରତ ): ନୂଆଦିଲ୍ଲୀ ସଂସଦ ଭବନ ପରିସରରେ ଆଜି ଶପଥ ନେଇଛନ୍ତି ଓଡିଶାର ୪ ନବନିର୍ବାଚିତ ରାଜ୍ୟସଭା ସାଂସଦ। ନବନିର୍ବାଚିତ ସାଂସଦଙ୍କୁ ରାଜ୍ୟସଭା ଅଧ୍ୟକ୍ଷ ଏମ ଭେଙ୍କିଆ ନାଇଡ଼ୁ ଶପଥପାଠ…
Read More...

ରାଜ୍ୟରେ ରେକର୍ଡ଼ ୧୦୭୮ ପଜିଟିଭ ,୫ ମୁଣ୍ଡ ନେଲା କରୋନା ।

ଭୁବନେଶ୍ୱର, ୨୭ା୭ ( ଆମ ଭାରତ ): ରାଜ୍ୟରେ ଆଜି ୨୮ ଜିଲ୍ଲାରୁ ରେକର୍ଡ଼ ସଂଖ୍ୟକ ୧୦୭୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ୧୦୭୮ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୭୨୧ଜଣ ଓ ସ୍ଥାନୀୟ…
Read More...

ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସ୍ଥିତି ସମୀକ୍ଷା କଲେ କଟକ ଓ ଖୋର୍ଦ୍ଧା ଜିଲ୍ଲାର ।

ଭୁବନେଶ୍ୱର ( ଆମ ଭାରତ )   :  ଖୋର୍ଦ୍ଧା ଓ କଟକ ଜିଲ୍ଲାକୁ ରାଜ୍ୟ ବାହାରୁ ଏକ ଲକ୍ଷରୁ ଅଧିକ ପ୍ରବାସୀ ଆସିଥିଲେ ମଧ୍ୟ  ଖୋର୍ଦ୍ଧା (ଭୁବନେଶ୍ୱର) ଓ କଟକ ଜିଲ୍ଲାରେ କୋଭିଡ ପରିସ୍ଥିତି ନିୟନ୍ତ୍ରଣାଧୀନ ଅଛି।  ଖୋର୍ଦ୍ଧା…
Read More...

କରୋନା କାଳରେ ଗରିବଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା ।

ଭୁବନେଶ୍ୱର ( ଆମ ଭାରତ )  : କରୋନା କାଳରେ ଗରିବଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ଜୁଲାଇ ମାସରୁ ନଭେମ୍ୱର ମାସ ଯାଏଁ ମାଗଣା ମିଳିବ ଡାଲି ଚାଉଲ । କରୋନା ସଂକ୍ରମଣ ଏବଂ ତଦ୍‌ଜନିତ ଲକ୍‌ଡାଉନ ଓ ସଟ୍‌ଡାଉନ ଗରିବ…
Read More...

ରାଜ୍ୟରେ ୬୪୭ ପଜିଟିଭ୍ , ୬ ମୃତ୍ୟୁ ।

ଭୁବନେଶ୍ୱର,୨୧ ।୭( ଆମ ଭାରତ ):  ରାଜ୍ୟରେ ଆଜି ପୁଣି ୨୩ଟି ଜିଲ୍ଲାରୁ ୬୪୭ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୪୩୧ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୨୧୬ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ…
Read More...

ବରିଷ୍ଠ କଳାକାର ବିଜୟ ମହାନ୍ତିଙ୍କ ଦେହାନ୍ତ ।

ଭୁବନେଶ୍ୱର, ୨୦/୭( ଆମ ଭାରତ ): ପରଲୋକରେ ବିଶିଷ୍ଟ ଅଭିନେତା ବିଜୟ ମହାନ୍ତି। ସେ ଭୁବନେଶ୍ୱର ସ୍ଥିତ କେୟାର ହସ୍ପିଟାଲ ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା ଓଡ଼ିଆ ସିନେ ଜଗତର…
Read More...