Odisha Latest Breaking News & Current Headlines
Monthly Archives

August 2019

ଆସନ୍ତା ୨୪ ଘଣ୍ଟାରେ ୧୧ ଟି ଜିଲ୍ଲାରେ ପ୍ରବଳ ବର୍ଷା ୬ ଟି ଜିଲ୍ଲାରେ ବନ୍ୟା ଆଶଙ୍କା l

ଆମଭାରତ ( ଭୁବନେଶ୍ବର ) ୭|୮: ବଙ୍ଗେପସାଗରରେ ସୃଷ୍ଟ ଲଘୁଚାପ ଡିପ୍ ଡିପ୍ରେସନରେ ପରିଣତ ହୋଇଛି । ଏହାର ପ୍ରଭାବରେ ସାରା ରାଜ୍ୟରେ ପ୍ରବଳ ବର୍ଷା ଲାଗିରହିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଆଭ୍ୟନ୍ତରୀଣ ଓ ଉପକୂଳ ଓଡିଶାରେ…
Read More...

ବି.କେ ଶର୍ମା ହେଲେ ଡିଜିପି l

ଆମଭାରତ ( ଭୁବନେଶ୍ୱର ) 7/8 : ବିଜୟ କୁମାର ଶର୍ମା ରାଜ୍ୟର ପୁଲିସ୍ ଡିଜି ଇନ୍‌ଚାର୍ଜ। ସେ ଏବେ ଅଗ୍ନିଶମ ବିଭାଗ ଡିଜି ଦାୟିତ୍ୱରେ ଅଛନ୍ତି। ପୂର୍ବରୁ ସେ କିଛିଦିନ ପାଇଁ ଡିଜିପି ଇନ୍‌ଚାର୍ଜ ଭାବେ ଦାୟିତ୍ୱ…
Read More...

ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜଙ୍କ ପରଲୋକ ।

ଆମଭାରତ ( ନୂଆଦିଲ୍ଲୀ ) ୬/୮ : ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜଙ୍କ ଦେହାନ୍ତ । ଦିଲ୍ଲୀ ଏମସ୍ ହସପିଟାଲରେ ଆଖି ବୁଜିଲେ ସୁଷମା । ଗୁରୁତର ଅବସ୍ଥାରେ କିଛି ସମୟ ପୂର୍ବରୁ ତାଙ୍କୁ ଭର୍ତ୍ତି କରାଯାଇଥିଲା । ଛାତିରେ…
Read More...

ପଦ ଛାଡିଲେ ଡିଜିପି ଆର୍‌.ପି ଶର୍ମା ।

ଆମଭାରତ ( ଭୁବନେଶ୍ୱର ) ୬/୮ : ଓଡ଼ିଶା ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ହେବେ ଲୋକାୟୁକ୍ତ ସଦସ୍ୟ। ଏନେଇ ଚୟନ କମିଟିର ସୁପାରିଶକୁ ଗ୍ରହଣ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍। ଏହି ପଦବୀ ପାଇଁ ପୂର୍ବରୁ ଚୟନ…
Read More...

କାଳିଆ ହିତାଧିକାରୀ ତାଲିକା ଯାଞ୍ଚ କର୍ଯ୍ୟକର୍ମ ଆରମ୍ଭ ।

ଆମଭାରତ ( ଭୁବନେଶ୍ବର ) ୬/୮ : କାଳିଆ ଯୋଜନାରେ ସହାୟତା ପାଇଥିବା ଅଯୋଗ୍ୟ ହିତାଧିକାରୀଙ୍କଠାରୁ  ଟଙ୍କା ଫେରାଇ ଅଣାଯିବ । ଖୁବ ଶୀଘ୍ର ଅଯୋଗ୍ୟ ହିତାଧିକାରୀଙ୍କର ତାଲିକା ଯାଞ୍ଚ ହେବ । ପଞ୍ଚାୟତ ସ୍ତରରେ ଏ ନେଇ ବିଜ୍ଞପ୍ତି…
Read More...

ଗିରଫ ହେଲେ ଓମାର ଅବଦୁଲା।

ଆମଭାରତ ( ନୂଆଦିଲ୍ଲୀ   ) ୫ା୮: ଆଜି ଗିରଫ ହୋଇଛନ୍ତି କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲା । ପୋଲିସ ଗିରଫ କରିବା ପରେ ତାଙ୍କୁ ହରି ନିୱାସ ଗେଷ୍ଟ ହାଉସକୁ ନିଆଯାଇଛି । ସେହିପରି କାଶ୍ମୀର ପୂର୍ବତନ…
Read More...

ଆସ୍କାରେ ପୁଲିସ୍‌ର ଏନ୍‌କାଉଣ୍ଟର ।

ଆମଭାରତ ( ଆସ୍କା ) ୫/୮ : ଗଞ୍ଜାମ ଜିଲ୍ଲା ଆସ୍କାରେ ପୁଲିସ୍‌ ଏନ୍‌କାଉଣ୍ଟରରେ ଜଣେ ଅପରାଧୀ ଆହତ ହୋଇଥିବା ବେଳେ ଅନ୍ୟ ଜଣେ ଖସି ପଳାଇଛି। ଆହତ ଅପରାଧୀ ହେଲା ଗୁରୁପ୍ରସାଦ ସ୍ୱାଇଁ। ତା’ର ବାମ ଗୋଡ଼ରେ ଗୁଳି ବାଜିଛି। ଗୁରୁତର…
Read More...

କୁଜଙ୍ଗରେ ପୁଲିସ୍‌ର ଏନ୍‌କାଉଣ୍ଟର ।

ଆମଭାରତ ( ପାରାଦୀପ ) ୫/୮ : ଜଗତସିଂହପୁର ଜିଲ୍ଲା କୁଜଙ୍ଗରେ ପୁଲିସ୍‌ ଏନକାଉଣ୍ଟରରେ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛି। ତା’ ନାଁ ବିକ୍ରମ ପାଲ ଓରଫ୍ ଡନ୍। ତା’ର ଦୁଇ ଗୋଡ଼ରେ ଗୁଳି ବାଜିଛି। ତାକୁ ଗୁରୁତର ଅବସ୍ଥାରେ…
Read More...