Odisha Latest Breaking News & Current Headlines
Monthly Archives

March 2019

ବିଜେପୁରରୁ ନାମାଙ୍କନପତ୍ର ଦାଖଲ କଲେ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ।

ଆମ ଭାରତ ( ବରଗଡ଼ ) 25/3 : ଆଜି ବିଜେପୁର ବିଧାନସଭା ଆସନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି ମୁଖ୍ୟମନ୍ତ୍ରୀ୍ ନବୀନ ପଟ୍ଟନାୟକ। ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ସେ ନାମାଙ୍କନ  ଦାଖଲ କଲେ ।ବିଜେଡି ସଭାପତି…
Read More...

ବିଜେଡିର ଦ୍ଵିତୀୟ ପର୍ଯ୍ୟାୟ ତାଲିକା ଘୋଷଣା ।

ଆମ ଭାରତ  (  ଭୁବନେଶ୍ଵର ) ୨୪/୩ : ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଭରିବାର ଶେଷ ତାରିଖ। ଏହା ପୂର୍ବରୁ ଶାସକ ବିଜୁ ଜନତା ଦଳ ତାର ଦ୍ଵିତୀୟ ଦଫା ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏଥିରେ ନଅଟି ବିଧାନସଭା ଆସନ…
Read More...

ମାର୍ଚ୍ଚ ୨୯ ଓ ଏପ୍ରିଲ ୧ରେ ମୋଦୀ ଓଡ଼ିଶା ପ୍ରଚାର ପାଇଁ ଆସିବାର ଅଛି l

ଆମଭାରତ( ଭୁବନେଶ୍ୱର ) 24/3 :   ପ୍ରଧାନମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟିର ଷ୍ଟାର ପ୍ରଚାରକ ନରେନ୍ଦ୍ର ମୋଦୀ ମାର୍ଚ୍ଚ ୨୯ ଏବଂ ଏପ୍ରିଲ ୧ ତାରିଖରେ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ମାର୍ଚ୍ଚ ୨୯…
Read More...

ବିଜେଡିର ପ୍ରଚାର ଶୁଭାରମ୍ଭ କଲେ ନବୀନ ନୟାଗଡ଼ରୁ l

ଆମଭାରତ ( ନୟାଗଡ ) 24/3 :  ୨୦୧୯ ସାଧାରଣ ନିର୍ବାଚନ ପାଇଁ ବିଜୁ ଜନତା ଦଳ ନୟାଗଡ଼ରୁ ପ୍ରଚାର ଆରମ୍ଭ କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୧ଟି ଯାକ ଲୋକସଭା ଆସନ ବିଜେଡି ଅକ୍ତିଆର କରିବ ବୋଲି କହିଛନ୍ତି ।…
Read More...

ବିଜେପି ଜାରି କଲା ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା l

ଆମଭାରତ  ( ନୂଆଦିଲ୍ଲୀ ) 23/3 : ଭାରତୀୟ ଜନତା ପାର୍ଟି ତୃତୀୟ ପର୍ଯ୍ୟାୟରେ ୪୮ଟି ଲୋକସଭା ଆସନ ସହ ଗୁଜରାଟ ଓ ଗୋଆରେ ୩ଟି ଲେଖାଏଁ ବିଧାନସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ପ୍ରାର୍ଥୀ ତାଲିକାରେ…
Read More...

କମିଶନରେଟ୍ ପୋଲିଶ ଦୋଷ ମାନିନେଲା l

ଆମଭାରତ ( କଟକ ) 23/3 : କମିଶନରେଟ୍ ପୁଲିସର ଭୁଲ ତଦନ୍ତ ଯୋଗୁ ଜଣେ ନିର୍ଦୋଷଙ୍କୁ ଜେଲର କଳା କୋଠରୀ ମଧ୍ୟରେ ୧୨ ଦିନ କାଟିବାକୁ ପଡିଛି । କଟକରେ ଏକ ମାମଲାରେ ଜଣଙ୍କ ନାମରେ ୱାରେଣ୍ଟ ଥିବା ​‌ବେଳେ ଅନ୍ୟ ଜଣଙ୍କୁ…
Read More...

ଏପ୍ରିଲ ୨ରୁ ସବୁ ସ୍କୁଲରେ ସକାଳ ପଢ଼ା, ମେ’ ୬ରୁ ଖରାଛୁଟି I

ଆମଭାରତ ( ଭୁବନେଶ୍ୱର ) 23/3 : ଓଡ଼ିଶାରେ ଏପ୍ରିଲ ୨ରୁ ସବୁ ସ୍କୁଲ ଗୁଡ଼ିକରେ ସକାଳ ପଢ଼ା ଆରମ୍ଭ ହେବ। ଉଭୟ ସରକାରୀ ଓ ବେସରକାରୀ ସ୍କୁଲ ଗୁଡ଼ିକ ସକାଳ ପଢ଼ା କରାଯିବା ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ନୋଟିସ୍‌ ଜାରି କରାଯାଇଛି।…
Read More...