Odisha Latest Breaking News & Current Headlines
Monthly Archives

February 2019

ଆଇପିଏସ୍‌ ସ୍ତରରେ ବଡ଼ ଅଦଳବଦଳ କଲେ ରାଜ୍ୟ ସରକାର l

ଆମଭାରତ ( ଭୁବନେଶ୍ୱର ): ମଙ୍ଗଳବାର ରାଜ୍ୟ ସରକାର ଆଇପିଏସ୍‌ ସ୍ତରରେ ବ୍ୟାପକ ଅଦଳବଦଳ କରିଛନ୍ତି। ଅର୍ଥାତ୍‌ ୨୧ଜଣଙ୍କୁ ଆଇପିଏସ୍‌ ଓ ୮ଜଣଙ୍କୁ ଓପିଏସ୍‌ ସ୍ତରରେ ଅଦଳବଦଳ କରାଯାଇଛି। ସୁନିଲ ରାଏଙ୍କୁ ଗୁଇନ୍ଦା ବିଭାଗର…
Read More...

ଆଜି ବିଜେପି ପକ୍ଷରୁ ୧୨ ଘଂଟିଆ ଢେଙ୍କାନାଳ ବନ୍ଦ ଥିଲା l

ଆମଭାରତ (ଢେଙ୍କାନାଳ ):ଆଜି ଭାରତୀୟ ଜନତା ପାର୍ଟି ପକ୍ଷରୁ ୧୨ ଘଂଟିଆ ଢେଙ୍କାନାଳ ବନ୍ଦ ଡାକରା ଦିଆଯାଇଛି । ୪ ଦଫା ଦାବିରେ ସହରରେ ଏହି ବନ୍ଦ ପାଳନ କରିଛି ବିଜେପି । ଆଜି ସକାଳ ୬ଟାରୁ ବିଜେପି କର୍ମୀ ସହରର ବିଭିନ୍ନ…
Read More...

ଆଜିଠୁ ଖଣ୍ଡଗିରି କୁମ୍ଭମେଳା l

ଆମଭାରତ ( ଖଣ୍ଡଗିରି ) : ପବିତ୍ର ମାଘ ସପ୍ତମୀ ଅବସରରେ ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ଖଣ୍ଡଗିରି ମହାକୁମ୍ଭ ‌ମେଳା। ଶହ ଶହ ସଂଖ୍ୟାରେ ଏକାଠି ହେ‌େବ ସାଧୁସନ୍ଥ। ଓଡ଼ିଶା ସମେତ ଉତ୍ତର ଭାରତର କାଶୀ ଓ ବାରଣାସୀରୁ ବହୁ…
Read More...

ବିବାହ ନିମନ୍ତ୍ରଣ ପତ୍ରରେ ବର ଉପହାର ବଦଳରେ ୨୦୧୯ରେ ମୋଦୀଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି ।

ଆମଭାରତ ( ହାଇଦ୍ରାବାଦ ) ..- ହାଇଦ୍ରାବାଦ ଏବେ ଉଭୟ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାର ରାଜଧାନୀ । ଆନ୍ଧ୍ର ପ୍ରଦେଶର ଚନ୍ଦ୍ର ବାବୁ ନାଇଡୁଙ୍କର ଶାସନ ଚାଲିଥିବା ବେଲେ ତେଙ୍ଗାନାରେ ଟିଆର୍‌ଏସ୍‌ ମୁଖ୍ୟ କେ ଚନ୍ଦ୍ର ଶେଖର ରାଓ…
Read More...

ସୁପ୍ରିମକୋର୍ଟଙ୍କୁ କ୍ଷମା ମାଗିଲେ ଏମ୍‌ ନାଗେଶ୍ୱର ରାଓ ନିଜ ସତ୍ୟପାଠରେ ଲେଖିଛନ୍ତି ଯେ “ମୁଁ ମୋର ଭୁଲ ବୁଝି ପାରିଛି।

ଆମଭାରତ ( ନୂଆଦିଲ୍ଲୀ ): ସିବିଆଇର ପୂର୍ବତନ ଅନ୍ତରୀଣ ମୁଖ୍ୟ ତଥା ଓଡ଼ିଶା କ୍ୟାଡର୍‌ ଏମ୍‌ ନାଗେଶ୍ୱର ରାଓ ନିଜର ଭୁଲ ପାଇଁ ସୁପ୍ରିମକୋର୍ଟରେ ନିଃସର୍ତ୍ତ କ୍ଷମା ମାଗିଛନ୍ତି। ସେ ଅନ୍ତରୀଣ ମୁଖ୍ୟ ଥିବା ବେଳେ ବିହାର ଶେଲଟର…
Read More...

କାନ୍ଥ ଭାଙ୍ଗି ଘରେ ପଶିଲା କାର ; ସାଇକେଲ ଆରୋହୀ ମୃତ l

ଆମଭାରତ : ଅନୁଗୋଳ ୧୪୯ ନଂ ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣା ହୋଇଛି। ସୂଚନା ଅନୁସାରେ ଏକ କାର ସାଇକେଲକୁ ଧକ୍କା ଦେବା ପରେ କାନ୍ଥ ଭାଙ୍ଗି ଘର ଭିତରକୁ ପଶିଯାଇଥିଲା। ଘଟଣା ସ୍ଥଳରେ ସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଛି।…
Read More...

‘ପିଏମ-କିଷାନ’ଯୋଜନା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି…

ଆମଭାରତ ( ଭୁବନେଶ୍ୱର ): କେନ୍ଦ୍ର ସରକାରଙ୍କ ‘ଆୟୁଷ୍ମାନ’ ଯୋଜନାକୁ ରାଜ୍ୟରେ କାର୍ଯ୍ୟକାରୀ କରିବାକୁ ରୋକଠୋକ୍ ମନା କରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଗରିବ ଚାଷୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ…
Read More...

ମଧ୍ୟବର୍ତ୍ତୀକାଳୀନ ବଜେଟ୍‍ ଲୋକସଭାରେ ଗୃହିତ ହୋଇଛି l

ଆମଭାରତ ( ନୂଆଦିଲ୍ଲୀ ) : ୨୦୧୯-୨୦ ମଧ୍ୟବର୍ତ୍ତୀକାଳୀନ ବଜେଟ୍‍ ଲୋକସଭାରେ ଗୃହିତ ହୋଇଛି । ଦୀର୍ଘ ସମୟ ବିତର୍କ ପରେ ଏହା ଧ୍ବନିମତରେ ଗୃହିତ ହୋଇଛି । ଅର୍ଥମନ୍ତ୍ରୀ ପୀୟୁଷ ଗୋୟଲ ବିତର୍କରେ ଭାଗ ନେଇ ପ୍ରଧାନମନ୍ତ୍ରୀ…
Read More...