Odisha Latest Breaking News & Current Headlines
Yearly Archives

2019

ବିଜେଡିର ପ୍ରଚାର ଶୁଭାରମ୍ଭ କଲେ ନବୀନ ନୟାଗଡ଼ରୁ l

ଆମଭାରତ ( ନୟାଗଡ ) 24/3 :  ୨୦୧୯ ସାଧାରଣ ନିର୍ବାଚନ ପାଇଁ ବିଜୁ ଜନତା ଦଳ ନୟାଗଡ଼ରୁ ପ୍ରଚାର ଆରମ୍ଭ କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୧ଟି ଯାକ ଲୋକସଭା ଆସନ ବିଜେଡି ଅକ୍ତିଆର କରିବ ବୋଲି କହିଛନ୍ତି ।…
Read More...

ବିଜେପି ଜାରି କଲା ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା l

ଆମଭାରତ  ( ନୂଆଦିଲ୍ଲୀ ) 23/3 : ଭାରତୀୟ ଜନତା ପାର୍ଟି ତୃତୀୟ ପର୍ଯ୍ୟାୟରେ ୪୮ଟି ଲୋକସଭା ଆସନ ସହ ଗୁଜରାଟ ଓ ଗୋଆରେ ୩ଟି ଲେଖାଏଁ ବିଧାନସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ପ୍ରାର୍ଥୀ ତାଲିକାରେ…
Read More...

କମିଶନରେଟ୍ ପୋଲିଶ ଦୋଷ ମାନିନେଲା l

ଆମଭାରତ ( କଟକ ) 23/3 : କମିଶନରେଟ୍ ପୁଲିସର ଭୁଲ ତଦନ୍ତ ଯୋଗୁ ଜଣେ ନିର୍ଦୋଷଙ୍କୁ ଜେଲର କଳା କୋଠରୀ ମଧ୍ୟରେ ୧୨ ଦିନ କାଟିବାକୁ ପଡିଛି । କଟକରେ ଏକ ମାମଲାରେ ଜଣଙ୍କ ନାମରେ ୱାରେଣ୍ଟ ଥିବା ​‌ବେଳେ ଅନ୍ୟ ଜଣଙ୍କୁ…
Read More...

ଏପ୍ରିଲ ୨ରୁ ସବୁ ସ୍କୁଲରେ ସକାଳ ପଢ଼ା, ମେ’ ୬ରୁ ଖରାଛୁଟି I

ଆମଭାରତ ( ଭୁବନେଶ୍ୱର ) 23/3 : ଓଡ଼ିଶାରେ ଏପ୍ରିଲ ୨ରୁ ସବୁ ସ୍କୁଲ ଗୁଡ଼ିକରେ ସକାଳ ପଢ଼ା ଆରମ୍ଭ ହେବ। ଉଭୟ ସରକାରୀ ଓ ବେସରକାରୀ ସ୍କୁଲ ଗୁଡ଼ିକ ସକାଳ ପଢ଼ା କରାଯିବା ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ନୋଟିସ୍‌ ଜାରି କରାଯାଇଛି।…
Read More...

ବିଜେପି ର ଲୋକସଭା ପ୍ରାର୍ଥୀ ଘୋଷଣ ।

ଆମଭାରତ ୨୧/୩ : ଭୂବନେଶ୍ବର ଅପରାଜିତା ଷଡଙ୍ଗୀ କେନ୍ଦ୍ରାପଡା ବୈଜୟନ୍ତ ପଣ୍ଡା ସୁନ୍ଦରଗଡ ଜୁଏଲ ଓରାମ ଢେଙ୍କାନାଳ ରୁଦ୍ର ପାଣି ବଲାଙ୍ଗୀର ସଙ୍ଗୀତା ସିଙ୍ଗଦେଓ ନବରଙ୍ଗପୁର ବଳଭଦ୍ର ମାଝୀ…
Read More...

ନବୀନ ପଟ୍ଟନାୟକ ନିଜର ମହାନତା ଦେଖାଇ ଯାଇଥିଲେ ଦାମଙ୍କ ସ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ l

ଆମଭାରତ ( ଭୁବନେଶ୍ୱର ) 21/3 : ଦାମୋଦର ରାଉତଙ୍କ ସ୍ତ୍ରୀ ସ୍ନେହଲତା ମହାପାତ୍ରଙ୍କ ୭୨ ବର୍ଷ ବୟସରେ ଗୁରୁବାର ପରଲୋକ ଘଟିଛି। ଖବର ପାଇ ଦାମଙ୍କ ବାସଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…
Read More...

ନବୀନ ଧରିଲେ ନିରଞ୍ଜନଙ୍କ ହାତ ।

ଆମଭାରତ  ( ଢେଙ୍କାନାଳ  ) ୨୦/୩ : ରାଜ୍ୟ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟଙ୍କ ଉପସ୍ଥିତିରେ ବୁଧବାର କଂଗ୍ରେସରେ ବରିଷ୍ଠ ନେତା ନବୀନ ନନ୍ଦ ଯୋଗ ଦେଇଛନ୍ତି। ତାଙ୍କୁ ଗଁଦିଆ ବିଧାନସଭାର ପ୍ରାର୍ଥୀ ଭାବେ ଚୟନ କରାଯାଇପାରେ।…
Read More...