Odisha Latest Breaking News & Current Headlines

ନବୀନ ଧରିଲେ ନିରଞ୍ଜନଙ୍କ ହାତ ।

0

ଆମଭାରତ  ( ଢେଙ୍କାନାଳ  ) ୨୦/୩ : ରାଜ୍ୟ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟଙ୍କ ଉପସ୍ଥିତିରେ ବୁଧବାର କଂଗ୍ରେସରେ ବରିଷ୍ଠ ନେତା ନବୀନ ନନ୍ଦ ଯୋଗ ଦେଇଛନ୍ତି। ତାଙ୍କୁ ଗଁଦିଆ ବିଧାନସଭାର ପ୍ରାର୍ଥୀ ଭାବେ ଚୟନ କରାଯାଇପାରେ।  କୋଲକାତାରେ  ଢେଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କ ଗିରଫଦାରୀକୁ ନେଇ ବିବାଦ ଉପୁଜିବା ପରେ ବିଜୁ ଜନତା ଦଳରୁ ତାଙ୍କୁ ନିଲମ୍ବିତ କରାଯାଇଥିଲା । ବ୍ୟବସାୟ କାମରେ କୋଲକାତା ଯାଇ ସେଠାରେ ପ୍ରଥମେ ନିଖୋଜ ହେବା ପ୍ରଚାରିତ ହେବା ଓ ପରେ କୋଲକାତା ପୁଲିସ ଦ୍ଵାରା ଗିରଫ ହେବା ଘଟଣା ଜଣାପଡ଼ିବା ପରେ ନବୀନଙ୍କ ଆଚରଣ ବିବାଦ ଘେରକୁ ଆସିଥିଲା।

Leave A Reply

Your email address will not be published.