Odisha Latest Breaking News & Current Headlines

ଓଡିଶାରେ ପ୍ରଥମ ପ୍ରାର୍ଥୀପତ୍ର ଦାଖଲ କଲେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ l

0

ଆମଭାରତ ( ଗଂଜାମ ) 20/3 :  ତାରା ତାରିଣୀ ମନ୍ଦିରରେ ପହଂଚି ମାଆଙ୍କ ଆଶୀର୍ବାଦ ନେଲେ ନବୀନ ପଟ୍ଟନାୟକ । ଆଜି ହିଂଜିଳିରୁ ନାମାଙ୍କନ ଦାଖଲ୍ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨ୟ ପର୍ଯ୍ୟାୟ ନିର୍ବାଚନ ଲାଗି ମଙ୍ଗଳବାର ବିଜ୍ଞପ୍ତି ଜାରି ହେବା ସହ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରତିନିଧିତ୍ୱ କରୁଥିବା ହିଂଜିଳି ନିର୍ବାଚନମଣ୍ଡଳୀ ଏହି ପର୍ଯ୍ୟାୟରେ ରହିଛି । ତେଣୁ ଆଜି ନବୀନ ଛତ୍ରପୁର ଠାରେ ହିଂଜିଳି ଆସନରୁ ପ୍ରାର୍ଥିପତ୍ର ଦାଖଲ୍ କରିବେ । ଏହି ସମୟରେ ନବୀନ ରୋଡ୍ ସୋ କରିବାର କାର୍ଯ୍ୟକ୍ରମ ରହିଛି ।  ଅନ୍ୟପଟେ ବିଜେପୁର ଆସନ ପାଇଁ ମୁଖ୍ୟମନ୍ତ୍ରୀ ୨୫ ତାରିଖରେ ନାମାଙ୍କନ ଦାଖଲ କରିପାରନ୍ତି ।ଚଳିତ ବର୍ଷ  ପ୍ରଥମ ଥର ପାଇଁ ୨ଟି ନିର୍ବାଚନ ମଣ୍ଡଳୀରୁ ଲଢିବେ ନବୀନ ।

Leave A Reply

Your email address will not be published.