Odisha Latest Breaking News & Current Headlines
Yearly Archives

2020

କ୍ୟାବିନେରେ ଆଜି ୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ମଞ୍ଜୁରି ।

ଭୁବନେଶ୍ୱର,୭ ।୨( ଆମ ଭାରତ ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶେଷ ହୋଇଛି ରାଜ୍ୟ କ୍ୟାବିନେଟ୍ ବୈଠକ । ଲୋକସେବା ଭବନରେ ଅନୁଷ୍ଠିତ ହୋଇଥିବା କ୍ୟାବିନେଟ୍ ବୈଠକରେ ୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ…
Read More...

୧୫ଦିନ ବଢ଼ିଲା ସର୍ବକ୍ଷମା ଅବଧି ।

ଭୁବନେଶ୍ୱର (  ଆମଭାରତ )   ୧୫ଦିନ ବଢ଼ିଛି ସର୍ବକ୍ଷମା ଅବଧି । ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଆଜି ଘୋଷଣା କରିଛନ୍ତି । ଫଳରେ ଲୋକଙ୍କୁ ସର୍ବକ୍ଷମା ଆବେଦନ ପାଇଁ ଆହୁରି ଅଧିକ ସମୟ ମିଳିବା ସହ ଆଶ୍ୱସ୍ତି ମଧ୍ୟ…
Read More...

କମିଶନରେଟ ପୋଲିସ ଟ୍ରାଫିକର କିଛି କଟକଣା ।

ଭୁବନେଶ୍ୱର(ଆମ ଭାରତ ) ୨/୨ :   ବାପୁଜିନଗର, ରାଜମହଲ, ଏଜି ଛକ ଓ ଶିଶୁଭବନ ଛକ ଅଞ୍ଚଳରେ ଏଣିକି ରାସ୍ତା ପାର୍ଶ୍ୱରେ ମନଇଚ୍ଛା ରଖିପାରିବେନି ବାଇକ୍। ଆଇନ ଉଲ୍ଲଂଘନ କଲେ ଦେବାକୁ ପଡ଼ିବ ଏକ ହଜାର ଟଙ୍କା ଜୋରିମାନା। କମିଶନରେଟ…
Read More...

୨୦୨୦-୨୧ ର କେଉଁ ବିଭାଗ କେତେ ବଜେଟ ପଢନ୍ତୁ ?

ନୂଆଦିଲ୍ଲୀ ( ଆମ ଭାରତ ) ୧ ।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନା କରିଛନ୍ତି । ବଜେଟରେ କୃଷି, ସ୍ୱାସ୍ଥ୍ୟ, ଶିକ୍ଷା, ମହିଳାଙ୍କୁ ଅଧିକ ଗୁରୁତ୍ୱ ଦିଆଯାଇଛି । –…
Read More...

ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାର ଲୋକଙ୍କୁ ସହାୟତା ଘୋଷଣା କରିଛନ୍ତି।

ବ୍ରହ୍ମପୁର ୨୯ ।୧(ଆମ ଭାରତ ): ଗଞ୍ଜାମ ତପ୍ତପାଣି ଘାଟିରେ ବସ୍ ଓଲଟି ୮ ଜଣଙ୍କର ମୃତୁ ହୋଇଥିବା ବେଳେ ୪୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି । ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।…
Read More...

ସାଧାରଣତନ୍ତ୍ର ଦିବସ: କେଉଁଠି କିଏ କରିବେ ପତାକା ଉତ୍ତୋଳନ, ଜାଣନ୍ତୁ…

ଭୁବନେଶ୍ୱର ( ଆମ ଭାରତ ) ୨୫/୧ : *ଭୁବନେଶ୍ବର: ଆସନ୍ତା ସାଧାରଣତନ୍ତ୍ର ଦିବସରେ ଭୁବନେଶ୍ୱରରେ ଆୟୋଜିତ ରାଜ୍ୟସ୍ତରୀୟ ପରେଡରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପତାକା ଉତ୍ତୋଳନ କରିବେ। *ଏଥିରେ ସମ୍ମାନିତ ଅତିଥି ଭାବେ…
Read More...

କଟକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ଼ ଘୋଷଣା କରିଛନ୍ତି ।

କଟକ ( ଆମ ଭାରତ ) ୨୩/୧। :  ମହାନଦୀ ପଠାରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା , କଟକ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ୟାକେଜ୍‌ ଘୋଷଣା, ମହାନଦୀ ପଠାରେ ୪୨୧ ଏକର ଜମିରେ ହେବ ବିଭିନ୍ନ ପ୍ରକଳ୍ପ, ୬ ଲେନ୍‌ ବିଶିଷ୍ଟ…
Read More...

ଭୁବନେଶ୍ୱର ୧ ନମ୍ବର ହାଟ ବାହାରେ ବାଇକ ପାର୍କିଂ ପାଇଁ କଟକଣା ଜାରି କରାଯାଇଛି l

ଭୁବନେଶ୍ଵର (ଆମ ଭାରତ ) ୨୦/୧ : ଟ୍ରାଫିକ ଏବଂ ଭିଡ଼ ନିୟନ୍ତ୍ରଣ ପାଇଁ ଭୁବନେଶ୍ଵର ୧ ନମ୍ବର ହାଟରେ ବାଇକି ପାର୍କିଂ ପାଇଁ କଟକଣା ଜାରି କରାଯାଇଛି। ଏଣିକି ହାଟ ରାସ୍ତା କଡ଼ରେ ବାଇକ୍ ପାର୍କିଂ କଡ଼ାକଡ଼ି ବାରଣ…
Read More...