Odisha Latest Breaking News & Current Headlines

ସାଧାରଣତନ୍ତ୍ର ଦିବସ: କେଉଁଠି କିଏ କରିବେ ପତାକା ଉତ୍ତୋଳନ, ଜାଣନ୍ତୁ…

0

ଭୁବନେଶ୍ୱର ( ଆମ ଭାରତ ) ୨୫/୧ :

*ଭୁବନେଶ୍ବର: ଆସନ୍ତା ସାଧାରଣତନ୍ତ୍ର ଦିବସରେ ଭୁବନେଶ୍ୱରରେ ଆୟୋଜିତ ରାଜ୍ୟସ୍ତରୀୟ ପରେଡରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପତାକା ଉତ୍ତୋଳନ କରିବେ।
*ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।* ଏଥିସହ ୨୦ଟି ସ୍ଥାନରେ ମନ୍ତ୍ରୀମାନେ କରିବେ* ପାତାକା ଉତ୍ତୋଳନ କରିବା ବେଳେ *କିଛି ସ୍ଥାନରେ ସ୍ଥାନୀୟ ଆର୍‌ଡିସି ଓ ଜିଲ୍ଲାପାଳମାନେ ପତାକା*
*ଉତ୍ତୋଳନ କରିବା କାର୍ଯ୍ୟକ୍ରମ ରହିଛି। ଜାଣନ୍ତୁ କେଉଁଠି କିଏ କରିବେ ପତାକା ଉତ୍ତୋଳନ।*

*କଟକ: ମନ୍ତ୍ରୀ ନିରଞ୍ଜନ ପୂଜାରୀ*
*ସୁବର୍ଣ୍ଣପୁର: ମନ୍ତ୍ରୀ ବିକ୍ରମ କେଶରୀ ଆରୋଖ*
*ସୁନ୍ଦରଗଡ଼: ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ*
*ସମ୍ୱଲପୁର: ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ*
*କେନ୍ଦୁଝର: ମନ୍ତ୍ରୀ ପଦ୍ମନାଭ ବେହେରା*
*ପୁରୀ: ମନ୍ତ୍ରୀ ପ୍ରତାପ ଜେନା*
*ଗଞ୍ଜାମ: ମନ୍ତ୍ରୀ ଅରୁଣ କୁମାର ସାହୁ*
*ବାଲେଶ୍ୱର: ମନ୍ତ୍ରୀ ସୁଦାମ ମାରାଣ୍ଡି*
*ଅନୁଗୋଳ: ମନ୍ତ୍ରୀ ସୁଶାନ୍ତ ସିଂହ*
*କଳାହାଣ୍ଡି: ମନ୍ତ୍ରୀ ନବ ଦାସ*
*ରାୟଗଡ଼ା: ମନ୍ତ୍ରୀ ଟୁକୁନି ସାହୁ*
*ଜଗତସିଂହପୁର: ମନ୍ତ୍ରୀ ଜଗନ୍ନାଥ ସାରକା*
*ଯାଜପୁର: ମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ର*
*ଢେଙ୍କାନାଳ: ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା*
*ନୟାଗଡ଼: ମନ୍ତ୍ରୀ ସମୀର ରଞ୍ଜନ ଦାଶ*
*ବଲାଙ୍ଗିର: ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ*
*ନବରଙ୍ଗପୁର: ମନ୍ତ୍ରୀ ପ୍ରେମାନନ୍ଦ ନାୟକ*
*ମୟୂରଭଞ୍ଜ*: *ମନ୍ତ୍ରୀ ରଘୁନନ୍ଦନ ଦାସ*
*ଗଜପତି*: *ମନ୍ତ୍ରୀ ପଦ୍ମିନୀ ଦିଆନ୍*
*ମାଲକାନଗିରି: ମନ୍ତ୍ରୀ ତୁଷାରକାନ୍ତି ବେହେରା*

*ସେହିପରି ବ୍ରହ୍ମପୁର ଓ ରାଉରକେଲାରେ ସେଠାକାର ଆର୍‌ଡିସିମାନେ ପତାକା ଉତ୍ତୋଳନ କରିବେ ଏବଂ ଭଦ୍ରକ, ବରଗଡ଼, ବୌଦ୍ଧ, ଦେବଗଡ଼, ଝାରସୁଗୁଡ଼ା, କନ୍ଧମାଳ ଓ କେନ୍ଦ୍ରାପଡ଼ା, ଖୋର୍ଦ୍ଧା, କୋରାପୁଟ, ନୂଆପଡାରେ ଜିଲ୍ଲାପାଳମାନେ ପାତାକା ଉତ୍ତୋଳନ କରିବେ।*

Leave A Reply

Your email address will not be published.