Odisha Latest Breaking News & Current Headlines
Monthly Archives

January 2019

ସୁସ୍ଥ ହୋଇ ଘରକୁ ଫେରିଲେ ଅମିତ ଶାହ

ଆମଭାରତ (ନୂଆଦିଲ୍ଲୀ ) : ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାପଡ଼ିଛି। ଅମିତଶାହ ଆଜି ସକାଳ ୧୦ଟା ୨୦ ମିନିଟରେ ଏମସରୁ ସୁସ୍ଥ ହୋଇ ଫେରିଥିବା କୁହାଯାଉଛି। ଏସଂପର୍କରେ…
Read More...

ରାଜସ୍ଥାନରେ ଆଉ ରାତି ୮ଟା ପରେ ମଦ ବିକ୍ରି ବନ୍ଦ

ଆମଭାରତ ( ଜୟପୁର ବ୍ୟୁର ) : ରାଜସ୍ଥାନରେ ଏଣିକି ରାତି ୮ଟା ପରେ ଆଉ ମିଳିବ ନାହିଁ ମଦ। କାରଣ, ରାତି ୮ଟା ପରେ ରାଜ୍ୟରେ ମଦ ବିକ୍ରୟ ଉପରେ ନିଷେଧାଦେଶ ଜାରି କରିଛନ୍ତି ରାଜସ୍ଥାନ ସରକାର। ନିକଟରେ ରାଜସ୍ଥାନର…
Read More...

ଭୁବନେଶ୍ୱରରେ ତିନି ଦିନିଆ ଆଇପିଏସ ସମ୍ମିଳନୀର ଆଜି ଉଦଯାପନୀ ଦିବସ

ଆମଭାରତ (ଭୁବନେଶ୍ୱର ବ୍ୟୁର): ଭୁବନେଶ୍ୱରରେ ଆରମ୍ଭ ହେଉଛି ତିନି ଦିନିଆ ଆଇପିଏସ ସମ୍ମିଳନୀ। ବିଭିନ୍ନ ଜିଲ୍ଲାର ଏସପି, ଡିସିପି, ଏଡିଜି, ଆଇଜି ଓ ଡିଆଇଜିମାନେ ଏଥିରେ ଯୋଗ ଦେଇଛନ୍ତି। ଆଜି ପ୍ରଥମ ଦିନରେ ଡିଜିପି…
Read More...

ଅଷ୍ଟମଶ୍ରେଣୀ ଛାତ୍ରୀଙ୍କ ଶିଶୁ ଜନ୍ମ ଦେବା ଘଟଣା କୁ ନେଇ କନ୍ଧମାଳ ୧୨ ଘଣ୍ଟିଆ ବନ୍ଦ ପାଳନ

ଆମଭାରତ( ଫୁଲବାଣୀ/ଦାରିଙ୍ଗବାଡ଼ି ଵ୍ୟୁର ) : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ସରକାରୀ ସେବାଶ୍ରମ ସ୍କୁଲ ଛାତ୍ରୀ ନିବାସରେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ଶିଶୁ ଜନ୍ମ ଦେବା ଘଟଣା ପ୍ରତିବାଦରେ ଆଜି କନ୍ଧମାଳ ସୁରକ୍ଷା ଅଭିଯାନ…
Read More...

ସଚିବାଳୟ କୁ ଧଶେଇ ପଶିଲେ ବିଜେପି କର୍ମୀ

ଅମଭାରତ୍ ( ଭୁବନେଶ୍ୱର ବ୍ୟୁର ): ସୂର୍ଯ୍ୟ ପାତ୍ରଙ୍କ ଇସ୍ଥପା ଦାବିରେ କୃଷକ ମାନଙ୍କ ସୁରକ୍ଷା ଦେବାପାଇଁ ବିଜେପିର ଦାବି । ପୋଲିସର ବିନା ପରାମର୍ଶରେ ସଚିବାଳୟ କୁ ଧଶେଇ ପଶିଲେ ବିଜେପି କର୍ମୀମାନେ ।
Read More...

ଗୋଟିଏ ଦିନରେ ଓଡ଼ିଶା ପରେ କେରଳ ସରକାରଙ୍କ ଉପରେ ଗର୍ଜିଲେ ପ୍ରଧାନମନ୍ତ୍ରୀ ମୋଦି

ଆମଭାରତ : ( ବଲାଙ୍ଗିର ବ୍ୟୁର ) : ନରେନ୍ଦ୍ର ମୋଦି ମଙ୍ଗଳବାର ଓଡ଼ିଶାର ବଲାଙ୍ଗିର ଜିଲ୍ଲା ଗସ୍ତ କରି ସେଠାରେ ବହୁ ବିକାଶମୂଳକ ପ୍ରକଳ୍ପ ଉପରେ ଆଲୋଚନା କରିବା ପରେ କେରଳ ଗସ୍ତ କରିଛନ୍ତି। ଓଡ଼ିଶାର ଝାରସୁଗୁଡ଼ାଠାରେ…
Read More...