Odisha Latest Breaking News & Current Headlines
Yearly Archives

2019

ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଓକିଲଙ୍କ ଭଙ୍ଗାରୁଜା ।

ଢେଙ୍କାନାଳ ( ଆମ ଭାରତ ) ୨୦/୯ : ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଓକିଲ ସଂଘ ଉନ୍ମତ କାଣ୍ଡ ଘଟାଇଛନ୍ତି । ଅତିରିକ୍ତ ଜିଲ୍ଲାପାଳଙ୍କୁ ଧକ୍କା ମାରିବା ସହିତ ଫୁଲକୁଣ୍ଡ ଆଦି ଭଙ୍ଗାରୁଜା କରିଥିବା ସୂଚନା ମିଳିଛି ।…
Read More...

ଜେଲ୍ ଗଲେ ଆଶୀର୍ବାଦ ବେହେରା ।

ଭୁବନେଶ୍ୱର ( ଆମ ଭାରତ ) ୧୯/୯ : ଅର୍ଥ ତତ୍ଵ ଚିଟଫଣ୍ଡ ମାମଲାରେ ଗିରଫ ହୋଇଥିବା ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌(ଓସିଏ)ର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ଜାମିନ ଆବେଦନ ଖାରଜ ହୋଇଛି। ସ୍ଵାସ୍ଥ୍ୟଗତ କାରଣ…
Read More...

ବିଶ୍ୱର ଆକର୍ଷଣ କେନ୍ଦ୍ର ହେବ ଭୁବନେଶ୍ୱର ରେଳ ଷ୍ଟେସନ ।

ଭୁବନେଶ୍ୱର ( ଆମ ଭାରତ ) ୧୯/୯ :ଭୁବନେଶ୍ୱର ରେଳ ଷ୍ଟେସନ ଉନ୍ନତିକରଣ ପାଇଁ ରେଲୱେ ଓ ରାଜ୍ୟ ସରକାରଙ୍କ ମଧ୍ୟରେ MOU ସ୍ୱାକ୍ଷରିତ ହୋଇଛି । MOU ସ୍ୱାକ୍ଷରିତ ବେଳେ ଭିସିରେ ଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଦୁଇ…
Read More...

‘କାଳିଆ’ ଯୋଜନାରେ କେତେ ଅଯୋଗ୍ୟ ବାହାରିଛନ୍ତି ?

ଭୁବନେଶ୍ୱର ( ଆମ ଭାରତ ) ୧୭|୯ :ସରକାର କହୁଛନ୍ତି ୨୦ ହଜାର ସରକାରୀ ଓ ପେନସନ ଭୋଗୀ କାଳିଆ ଟଙ୍କା ନେଇଛନ୍ତି । ନାବାଳକ, ନାବାଳିକାଙ୍କୁ ମଧ୍ୟ ଆର୍ଥିକ ସହାୟତା ମିଳିଛି । ମୋଟ୍ ୫୧ଲକ୍ଷ ୫ହଜାର ୨୯୦ହିତାଧିକାରୀଙ୍କ ମଧ୍ୟରୁ…
Read More...

ଶ୍ରୀମନ୍ଦିର ମାମଲାରେ ସୁପ୍ରିମକୋର୍ଟଙ୍କୁ ସମୟ ମାଗିଲେ ଆମିକସ୍ କ୍ୟୁରି ।

ନୂଆଦିଲ୍ଲୀ/ପୁରୀ  ( ଆମ ଭାରତ ) ୧୭ା୯ : ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ସଂସ୍କାର ଓ ସୁରକ୍ଷା ଜୋନରେ ଉଚ୍ଛେଦ ମାମଲା ଚାଲିଥିଲା । ଆଜି ଜଷ୍ଟିସ୍ ଅରୁଣ ମିଶ୍ରଙ୍କ ଖଣ୍ଡପୀଠରେ ଶୁଣାଣି ହୋଇଥିଲା । ରିପୋର୍ଟ ଦାଖଲ କରିବାକୁ…
Read More...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୬୯ତମ ଜନ୍ମ ଦିବସ ପାଳନ କଲେ ଗୁଜୁରାଟରେ l

ନୂଆଦିଲ୍ଲୀ ( ଆମ ଭାରତ ) 17/9 : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ୬୯ତମ ଜନ୍ମ ଦିବସ ମନାଇବା ପାଇଁ ଗୁଜୁରାତ ଗସ୍ତରେ ଅଛନ୍ତି । ଜନ୍ମଦିନରେ ସେ ନର୍ମଦା ନଦୀରେ ପୂଜାର୍ଚ୍ଚନା କରିବା ପାଇଁ ସର୍ଦାର ସରୋବର ଡ୍ୟାମ…
Read More...

ଧାରଣାରେ ବସିଲେ , କୁଳପତିଙ୍କୁ ତାଲା ପକାଇଲେ ।

ଭୁବନେଶ୍ୱର ( ଆମ ଭାରତ ) ୧୬/୯ : ଉତ୍କଳ ବିଶ୍ୱବିଦ୍ୟାଳୟରେ ଦେଖାଦେଇଛି ଛାତ୍ର ଅଶାନ୍ତି । ବିଶ୍ୱବିଦ୍ୟାଳୟ ମୁଖ୍ୟ ଫାଟକ ସ୍ଥାନାନ୍ତର ସମେତ ୧୦ଦଫା ଦାବୀ ନେଇ ଧାରଣାରେ ବସିବା ସହ କୁଳପତିଙ୍କ କାର୍ଯ୍ୟାଳୟରେ ତାଲା…
Read More...