Odisha Latest Breaking News & Current Headlines
Monthly Archives

July 2020

ଆଜି ରେକର୍ଡ଼ ୭୫୫ ପଜିଟିଭ ଚିହ୍ନଟ ।

ଭୁବନେଶ୍ୱର, ୧୦ା୭( ଆମ ଭାରତ ): ରାଜ୍ୟରେ ଆଜି ରେକର୍ଡ଼ ସଂଖ୍ୟକ ୭୫୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧରୁ ୫୦୮ ଓ ସ୍ଥାନୀୟ ଅଞ୍ଚଳରୁ ୨୪୭ ଜଣ କରୋନା ଆକ୍ରାନ୍ତ…
Read More...

ବିଜେଡିରେ ନିଯୁକ୍ତ ହେଲେ ୧୫ ବରିଷ୍ଠ ସାଧାରଣ ସମ୍ପାଦକ ।

ଭୁବନେଶ୍ୱର, ୮/୭( ଆମ ଭାରତ ): ବିଜେଡିରେ  ୧୫ ବରିଷ୍ଠ ସାଧାରଣ ସମ୍ପାଦକ ନିଯୁକ୍ତ ପାଇଛନ୍ତି।ପଦବୀ ସହ ବିଭାଗୀୟ ଦାୟିତ୍ବ ମଧ୍ୟ ବାଣ୍ଟିଛନ୍ତି ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନୃସିଂହ ଚରଣ…
Read More...

ଆଜି ସୁସ୍ଥ ୨୧୭ ,୪ ମୃତ ,୫୭୧ ପଜିଟିଭ୍ ।

ଭୁବନେଶ୍ୱର ( ଆମ ଭାରତ ) ୭/୭ : ରାଜ୍ୟରେ ଆଜି ସର୍ବାଧିକ ୫୭୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୧୭ଜଣ ସୁସ୍ଥ ହୋଇଛନ୍ତି । ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୬୭୦୩କୁ ବୃଦ୍ଧି ପାଇଛି । 18 from…
Read More...

ବିଧାୟକ ବିଷ୍ଣୁ ଚରଣ ଦାସଙ୍କ ପରଲୋକ ।

ଭୁବନେଶ୍ୱର, ୬/୭( ଆମ ଭାରତ ): ପୂର୍ବତନ ମନ୍ତ୍ରୀ ତଥା ତିର୍ତ୍ତୋଲ ବିଧାୟକ ବିଷ୍ଣୁଚରଣ ଦାସଙ୍କ ପରଲୋକ ଘଟିଛି। ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି। ରାଜ୍ୟସଭାକୁ ବିଜେଡି ସାଂସଦ ଭାବେ…
Read More...

ଆଜି ଠାରୁ ବାହାର ଜିଲ୍ଳାର ଲୋକଙ୍କୁ ପୁରୀ ମନା ।

ପୁରୀ,୫ ।୭( ଆମ ଭାରତ ): ଜିଲ୍ଲା ବାହାର ଲୋକଙ୍କୁ ପୁରୀ ଜିଲ୍ଲାରେ ପ୍ରବେଶ ଉପରେ ଲାଗିଲା କଟକଣା । ଆସନ୍ତା ୩୧ ଜୁଲାଇ ପୁରୀକୁ ଅନ୍ୟ ଜିଲ୍ଲା ଲୋକ ନଆସିବାକୁ ନିର୍ଦ୍ଦେଶ ଦିଆଯାଇଛି । ପୁରୀକୁ ପ୍ରବେଶ ଉପରେ କଟକଣା…
Read More...

କରୋନା ପ୍ରଭାବ ପାଇଁଁ ୩ ସରକାରୀ ଅଫିସକୁ ପ୍ରବେଶ ମନା ।

ଭୁବନେଶ୍ୱର, ୨ା୭( ଆମ ଭାରତ ): ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ।ଏଥିସହିତ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଛି । ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାରଙ୍କ…
Read More...

ରାଜ୍ୟରେ ଆଜି ୨୨୯ କରୋନା ଆକ୍ରାନ୍ତ ଚିହ୍ନଟ ।

ଭୁବନେଶ୍ୱର,୨ ।୭( ଆମ ଭାରତ):  ଆଜି ପୁଣି ୨୨୯ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୯୩ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୩୬ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ…
Read More...

ଜୁଲାଇ 1 ରୁ ଆଧାର ସମ୍ବନ୍ଧୀୟ ନିୟମ ପରିବର୍ତ୍ତନ କରାଯିବ |

ଭୁବନେଶ୍ୱର ( ଆମ ଭାରତ )  ଜୁଲାଇ 1 ବର୍ଷର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିନ ହୋଇପାରେ କାରଣ ଆଜିଠାରୁ ଅନେକ ନିୟମ ବଦଳିଛି | ଆୟକର ଏବଂ ଆଧାର ସମ୍ବନ୍ଧୀୟ ନିୟମ ଆଜିଠାରୁ ମଧ୍ୟ ବଦଳିଛି। ବର୍ତ୍ତମାନ ଇନକମ ଟ୍ୟାକ୍ସ ରିଟର୍ଣ୍ଣ…
Read More...