Odisha Latest Breaking News & Current Headlines

ବିଧାୟକ ବିଷ୍ଣୁ ଚରଣ ଦାସଙ୍କ ପରଲୋକ ।

0

ଭୁବନେଶ୍ୱର, ୬/୭( ଆମ ଭାରତ ): ପୂର୍ବତନ ମନ୍ତ୍ରୀ ତଥା ତିର୍ତ୍ତୋଲ ବିଧାୟକ ବିଷ୍ଣୁଚରଣ ଦାସଙ୍କ ପରଲୋକ ଘଟିଛି। ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି।

ରାଜ୍ୟସଭାକୁ ବିଜେଡି ସାଂସଦ ଭାବେ ସେ  ନିର୍ବାଚିତ ହୋଇଥିଲେ। ଜଗତସିଂହପୁର ଜିଲ୍ଲାରୁ ୬ ଥର ବିଧାୟକ ହୋଇଥିଲେ ବିଷ୍ଣୁ ଦାସ ।

ବିଧାୟକ ବିଷ୍ଣୁଚରଣ ଦାସଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ସେ ଜଣେ ଲୋକପ୍ରିିିୟ ରାଜନେତା, ଦକ୍ଷ ସଂଗଠକ ଓ ପ୍ରଶାସକ ଥିଲେ ବୋଲି  ନବୀନ କହିଛନ୍ତି।

Leave A Reply

Your email address will not be published.