Odisha Latest Breaking News & Current Headlines
Yearly Archives

2020

କରୋନା ପ୍ରଭାବ ପାଇଁଁ ୩ ସରକାରୀ ଅଫିସକୁ ପ୍ରବେଶ ମନା ।

ଭୁବନେଶ୍ୱର, ୨ା୭( ଆମ ଭାରତ ): ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ।ଏଥିସହିତ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଛି । ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାରଙ୍କ…
Read More...

ରାଜ୍ୟରେ ଆଜି ୨୨୯ କରୋନା ଆକ୍ରାନ୍ତ ଚିହ୍ନଟ ।

ଭୁବନେଶ୍ୱର,୨ ।୭( ଆମ ଭାରତ):  ଆଜି ପୁଣି ୨୨୯ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୯୩ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୩୬ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ…
Read More...

ଜୁଲାଇ 1 ରୁ ଆଧାର ସମ୍ବନ୍ଧୀୟ ନିୟମ ପରିବର୍ତ୍ତନ କରାଯିବ |

ଭୁବନେଶ୍ୱର ( ଆମ ଭାରତ )  ଜୁଲାଇ 1 ବର୍ଷର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିନ ହୋଇପାରେ କାରଣ ଆଜିଠାରୁ ଅନେକ ନିୟମ ବଦଳିଛି | ଆୟକର ଏବଂ ଆଧାର ସମ୍ବନ୍ଧୀୟ ନିୟମ ଆଜିଠାରୁ ମଧ୍ୟ ବଦଳିଛି। ବର୍ତ୍ତମାନ ଇନକମ ଟ୍ୟାକ୍ସ ରିଟର୍ଣ୍ଣ…
Read More...

ନୋ ମାସ୍କ ନୋ ୱାଇନ ବୋଲି ବ୍ୟବସାୟୀ କହିଛନ୍ତି।

ଭୁବନେଶ୍ୱର( ଆମ ଭାରତ ): ମଦ ବିକ୍ରି ପାଇଁ ଅନ୍‌ଲାଇନ୍‌ ପରେ ଏବେ ରାଜ୍ୟ ସରକାରଙ୍କ ଅଫଲାଇନ୍ ଫଣ୍ଡା। କୋଭିଡ୍‌ ମହାମାରୀର ବିଭୀଷିକା ଭିତରେ ଆସନ୍ତାକାଲିଠୁ କାଉଣ୍ଟରରେ ମଦ ବିକ୍ରି ପାଇଁ ଘୋଷଣା କରିଛି ଅବକାରୀ ବିଭାଗ।…
Read More...

ବାହୁଡା଼ ଯାତ୍ରା ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ସବୁ ବିଭାଗ ପ୍ରସ୍ତୁତ ।

ପୁରୀ ( ଆମ ଭାରତ )  ବାହୁଡ଼ା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ବିନା ଭକ୍ତରେ ରଥ ଟଣାଯିବ । ଶୃଙ୍ଖଳା ରକ୍ଷା ପାଇଁ  ୩୦ ତାରିଖ ୧୦ଟାରୁ ୨ତାରିଖ ରାତି ୧୦ଟା ପର୍ଯ୍ୟନ୍ତ ପୂରା ସଟଡାଉନ୍ ରହିବ ପୁରୀ । ସେହିପରି…
Read More...

ରାଜ୍ୟ ସରକାରଙ୍କ ଅନଲକ-୨ ବିଷୟରେ ବିବରଣୀ ।

ଭୁବନେଶ୍ୱର, ୩୦ା୬( ଆମ ଭାରତ ): ଅନଲକ-୨ ସମ୍ପର୍କରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଜୁଲାଇ ମାସର ପ୍ରତି ସପ୍ତାହର ଶନିବାର ଓ ରବିବାର ୧୦ଟି ଜିଲ୍ଲାରେ ସଟଡ଼ାଉନ ବଳବତ୍ତର ରହିବ…
Read More...

୫୯ଟି ଚାଇନା ମୋବାଇଲ୍‌ ଆପକୁ ଭାରତରେ ବ୍ୟାନ୍ ।

ନୂଆଦିଲ୍ଲୀ ( ଆମ ଭାରତ ) ୨୯/୬: ଟିକଟକ୍‌ ସମେତ ୫୯ଟି ଚାଇନା ମୋବାଇଲ୍‌ ଆପକୁ ଭାରତରେ ନିଷିଦ୍ଧ । ତଥ୍ୟ ଚୋରି ଅଭିଯୋଗରେ ନିଷିଦ୍ଧ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଦେଶର ଏକତା ଓ ସାର୍ବଭୌମତ୍ବ ପ୍ରତି ବିପଦ ଥିବାରୁ…
Read More...

କେନ୍ଦ୍ର ଗୃହ ବିଭାଗ ପକ୍ଷରୁ ପ୍ରକାଶ ପାଇଛି ଅନଲକ୍‌-୨ ନୂଆ ଗାଇଡଲାଇନ୍ ।

ନୂଆଦିଲ୍ଲୀ ( ଆମ ଭାରତ ) ୨୯/୬: ଅନଲକ୍‌-୨ ନୂଆ ଗାଇଡଲାଇନ୍‌ ମୁତାବକ, କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ଜୁଲାଇ ୩୧ ଯାଏ ବଢ଼ିଲା ଲକ୍‌ଡାଉନ। ଏହା ସହ ଜୁଲାଇ ୩୧ ଯାଏ ଦେଶର ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ଜୁଲାଇ ୧୫ରୁ…
Read More...

କେଉଁ ନିୟମ ଅନୁଯାୟୀ ବାହୁଡା ଓ ସୁନାବେଶ ହେବ ?

ପୁରୀ,୨୭ ।୬( ଆମ ଭାରତ ):  ବାହୁଡା ଓ ସୁନାବେଶ ପାଇଁ ଚାଲିଛି ପ୍ରସ୍ତୁତି । ଏହାରି ମଧ୍ୟରେ ବାହୁଡା ଓ ସୁନାବେଶ ପାଇଁ ପୁରରୀରେ ନୂଆ କଟକଣା ଲାଗୁ ହୋଇଛି । କଟକଣା ମୁତାବକ, ଜୁନ୍ ୩୦ ରାତି ୧୦ଟାରୁ ଜୁଲାଇ ୨ ରାତି ୧୦ଟା…
Read More...

୧୭୦ପଜିଟିଭ , କ୍ୱାରେଣ୍ଟାଇନ ସେଣ୍ଟରରୁ ୧୪୩ ସଂକ୍ରମିତ,୨୭ ଲୋକାଲ କେସ୍ ।

ଭୁବନେଶ୍ୱର: ଆଜି ରାଜ୍ୟରେ ଆଉ ୧୭୦ କରୋନା ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିସହ ମୋଟ୍‌ ସଂକ୍ରମିତ ସଂଖ୍ୟା ୬ ହଜାର ୩୫୦କୁ ବୃଦ୍ଧି ପାଇଛି। କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ୧୪୩ ଜଣ ଓ ଲୋକାଲ୍‌ କେସ ୨୭ ରହିଛି । ଏଥିସହିତ…
Read More...