Odisha Latest Breaking News & Current Headlines
Yearly Archives

2019

IAS ସ୍ତରରେ ଅଦଳବଦଳ ।

ଆମଭାରତ( ଭୁବନେଶ୍ୱର  )   ୩୦ା୮ : ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳ ବଦଳ ହୋଇଛି । ପ୍ରଦୀପ ଜେନା ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଭାବେ ଦାୟିତ୍ୱ ତୁଲାଇବେ । ପ୍ରଦୀପଙ୍କୁ ଏସଆରସି ଓ ଓଏସଡ଼ିମିଏର ଏମଡ଼ି ଦାୟିତ୍ୱ…
Read More...

ସିବିଆଇ ଧରିଲା ଲାଞ୍ଚ ନେଉଥିବା RPF ପୁଲିସ୍‌କୁ ।

ଆମଭାରତ(  ବାରିପଦା ) ୨୮/୮ : ବାରିପଦା ରେଳୱେ ଷ୍ଟେସନ ରେ  RPF ଦୁଇ ଜଣଙ୍କୁ ଆଜି ସିବିଆଇ ଗିରଫ କରିଛି। ସେମାନଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରିଛି ସିବିଆଇ। ତେବେ ଅନ୍ୟ ଜଣେ ଫେରାର ହୋଇଯାଇଛି। ସିବିଆଇର ୨୦ ଜଣିଆ ଦଳ…
Read More...

ବରମୁଣ୍ଡା ବସଷ୍ଟାଣ୍ଡ ରେ ଜଳିଗଲା ବସ ।

ଆମଭାରତ (  ଭୁବନେଶ୍ବର ) ୨୮ା୮ : ଭୁବନେଶ୍ୱର ବସଷ୍ଟାଣ୍ଡ ବରମୁଣ୍ଡାରେ ଏକ ବସରେ ନିଆଁ  । ଚକାଡ଼ୋଳା ବସରେ ନିଆଁ ଲାଗିଛି ଓ ନିଆଁ ଲାଗିଥିବା ପଛର କାରଣ ଅସ୍ପଷ୍ଟ ରହିଛି । ନିଆଁ ଲାଗିଥିବା ବେଳେ ବସରେ କେହି ଯାତ୍ରୀ ନଥିଲେ ।…
Read More...

ଯବାନଙ୍କ ମରଶରୀରକୁ କାନ୍ଧେଇଲେ ବିଧାୟକ ।

ଆମଭାରତ ( ନବରଙ୍ଗପୁର ) ୨୭/୮ : ନବରଙ୍ଗପୁର: ଯବାନଙ୍କ ମରଶରୀର କାନ୍ଧେଇଲେ ବିଧାୟକ । ସଡକ ଦୁର୍ଘଟଣାରେ ମୃତ ଏସଓଜି ଯବାନ ଶତ୍ରୁଘ୍ନ ଗଣ୍ଡଙ୍କୁ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ କାନ୍ଧେଇଥିବା ଦେଖିବାକୁ ମିଳିଛି…
Read More...

ବ୍ରାଉନସୁଗାର ଜବତ ।

ଆମଭାରତ ( ଢେଙ୍କାନାଳ ) ୨୭/୮ : ଢେଙ୍କାନାଳ ଟାଉନ ଥାନା ରାମେଶ୍ବରପୁରରୁ ବ୍ରାଉନ୍‌ସୁଗାର ଜବତ ୧୦ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ କଲା ଅବକାରୀ ବିଭାଗ,ଅଭିଯୁକ୍ତ ବାବୁନା ବେହେରା ଗିରଫ, ଗୋଟିଏ ବାଇକ୍‌ ଜବତ ।
Read More...