ବ୍ରାଉନସୁଗାର ଜବତ । ଅପରାଧଓଡ଼ିଶାବଡ ଖବର By Ama Bharat Last updated Aug 27, 2019 0 Share ଆମଭାରତ ( ଢେଙ୍କାନାଳ ) ୨୭/୮ : ଢେଙ୍କାନାଳ ଟାଉନ ଥାନା ରାମେଶ୍ବରପୁରରୁ ବ୍ରାଉନ୍ସୁଗାର ଜବତ ୧୦ ଗ୍ରାମ୍ ବ୍ରାଉନ୍ସୁଗାର ଜବତ କଲା ଅବକାରୀ ବିଭାଗ,ଅଭିଯୁକ୍ତ ବାବୁନା ବେହେରା ଗିରଫ, ଗୋଟିଏ ବାଇକ୍ ଜବତ । 0 Share