Odisha Latest Breaking News & Current Headlines
Yearly Archives

2019

‘ଫୋନି’ ର କ୍ଷୟକ୍ଷତିର ଆକଳନ କରିବେ ୫ ଜଣିଆ ବିଶ୍ୱବ୍ୟାଙ୍କ ଟିମ୍ ।

ଆମଭାରତ ( ପୁରୀ ) ୨୬/୫ : ପୁରୀରେ ୫ ଜଣିଆ ବିଶ୍ୱବ୍ୟାଙ୍କ ଟିମ୍ । ସାମୁଦ୍ରିକ ବାତ୍ୟା ଫନି ଦ୍ୱାରା କେତେ କ୍ଷତିଗ୍ରସ୍ତ ହୋଇଛି ପୁରୀ, ସର୍କିଟ୍ ହାଉସରେ ବୈଠକ କରିଛନ୍ତି ବିଶ୍ୱବ୍ୟାଙ୍କ ଟିମ୍ । ଟିମ ସହିତ ଜିଲ୍ଲା…
Read More...

ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ଘର ଉପରକୁ ବୋମା ମାଡ ।

ଆମଭାରତ ( ପିପିଲି ) ୨୬/୫ :ପିପିଲି ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ଘର ଉପରକୁ ବୋମାମାଡ ହୋଇଛି । ଗତକାଲି ବିଳମ୍ବିତ ରାତିରେ ବଳଙ୍ଗାରେ ଥିବା ତାଙ୍କ ବାସଭବନ ଉପରକୁ କେହି ଦୁର୍ବୃତ ବୋମାମାଡ କରିଛନ୍ତି । ଘଟଣା…
Read More...

ନିର୍ବାଚନ ପରେ ଭଗବାନଙ୍କୁ ସ୍ମରଣ କଲେ ମୋଦି ।

ଆମଭାରତ ( କେଦାରନାଥ ) ୧୮/ ୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନ ପ୍ରଚାର ସାରି ଶନିବାର କେଦାରନାଥ ଦର୍ଶନରେ ବାହାରିଥିଲେ। ଏହି ଅବସରରେ ଡେରାଡୁନରେ ପ୍ରାୟ ୧.୫ କିଲୋମିଟର ପାହାଡ ଉପରେ ଥିବା ଏକ ଗୁମ୍ଫାରେ ସେ…
Read More...