Odisha Latest Breaking News & Current Headlines
Monthly Archives

April 2020

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯କୁ ବୃଦ୍ଧି ।

ଭୁବନେଶ୍ୱର, ୫ା୪( ଆମ ଭାରତ ): ରାଜ୍ୟରେ ଆଉ ୧୬ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯କୁ ବୃଦ୍ଧି ପାଇଛି ।ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା…
Read More...

ରାଜ୍ୟରେ ୨ କରୋନା ଆକ୍ରାନ୍ତ ସଂଖ୍ୟା ୨୩କୁ ବୃଦ୍ଧି ।

ଭୁବନେଶ୍ୱର ( ଆମ ଭାରତ ) ୫/ ୪  ଆଉ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହ ଆକ୍ରାନ୍ତଙ୍କ ସଂଖ୍ୟା ୨୩କୁ ବୃଦ୍ଧି ପାଇଛି । ୨ଜଣ ଯାକ ଆକ୍ରାନ୍ତ ଭୁବନେଶ୍ୱରର । ଟ୍ୱିଟ୍ କରି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର…
Read More...

କରୋନା ବିଷୟରେ ଅସିତ ତ୍ରିପାଠୀଙ୍କ ପ୍ରେସ୍‌ମିଟରେ ସୂଚନା ।

ଭୁବନେଶ୍ୱର ( ଆମ ଭାରତ ) ୫/୪ : -ଆଜି ରାତି ୮ଟାରେ ଭୁବନେଶ୍ବର, କଟକ ଓ ଭଦ୍ରକ ସହରରେ ହଟିବ ସଟ୍‌ଡାଉନ -ସୂର୍ଯ୍ୟନଗର କେସ୍‌ଟି କୋଲକାତାରୁ ଆସିଥିଲା, ସେହିପରି ବମିଖାଲ୍ କେସ୍‌ଟି ଭୋପାଲରୁ ଆସିଥିବା ସ୍ପଷ୍ଟ ହୋଇଛି,…
Read More...

ରାଜ୍ୟରେ ଆଉ ଏକ କରୋନା ରୋଗୀ ଚିହ୍ନଟ ସଂଖ୍ୟା ୨୧କୁ ବୃଦ୍ଧି ।

କଳାହାଣ୍ଡି, ୪ା୪( ଆମ ଭାରତ ): ରାଜ୍ୟରେ ଆଉ ଏକ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୧କୁ ବୃଦ୍ଧି ପାଇଛି । ସେହି ୨୯ ବର୍ଷିୟ ଯୁବକ କଳାହାଣ୍ଡିର ବୋଲି ଜଣାପଡ଼ିଛି । ସେ ନିକଟରେ…
Read More...

କରୋନା ଆକ୍ରାନ୍ତଙ୍କ ଗ୍ରସ୍ତ ବିବରଣୀ ଦେଲେ ସରକାର ।

ଭୁବନେଶ୍ୱର ( ଆମ ଭାରତ ) ୪/୪ :  ଭୁବନେଶ୍ୱର ସୂର୍ଯ୍ୟନଗର ୫ମ ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଦେଲେ ସରକାର । ୫ମ ଆକ୍ରାନ୍ତ ପ୍ରଦୀପ୍ତ ଦଳବେହେରାଙ୍କ ପରିବାର ସଦସ୍ୟ କଲିକତା ଯାଇଥିଲେ । ସେଠାରେ ପ୍ରାୟ ୪ ଦିନ ରହିଥିଲେ ।…
Read More...

ମୁଖ୍ୟମନ୍ତ୍ରୀଙ୍କ ନିବେଦନ ମାନନ୍ତୁ ।

ଭୁବନେଶ୍ୱର,୪ା୪( ଆମ ଭାରତ ): ରାଜ୍ୟବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାର୍ତ୍ତା ଦେଇଛନ୍ତି । ସେ କହିଛନ୍ତି କେବଳ ଲୋକ ସଚେତନତା ଦ୍ୱାରା ହିଁ କରୋନାକୁ ମୁକାବିଲା କରିହେବ । ଏହାସହ ଡ଼ରିବାର କିଛି ନାହିଁ,…
Read More...

ଭୁବନେଶ୍ୱରରେ ଆଉ ୧୧କରୋନା ରୋଗୀ ଚିହ୍ନଟ ।

ଭୁବନେଶ୍ୱର, ୩ା୪( ଆମ ଭାରତ ): ବର୍ତ୍ତମାନ କରୋନାରେ ଆଉ ୧୧ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦କୁ ବୃଦ୍ଧି ପାଇଛି । ଆଜି ଗୋଟିଏ ଦିନରେ ୧୫ଜଣ କରୋନା ଆକ୍ରାନ୍ତ ବାହାରିଛନ୍ତି ।…
Read More...

ଭୁବନେଶ୍ୱରରେ ଆଉ ୩ କରୋନା ରୋଗୀ ।

ଭୁବନେଶ୍ୱର, ୩ା୪( ଆମ ଭାରତ ): ବର୍ତ୍ତମାନ କରୋନାରେ ଆଉ ୩ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ରୋଗୀ ସଂଖ୍ୟା ୯କୁ ବୃଦ୍ଧି ପାଇଛି । ସମସ୍ତ ୩ଜଣ କରୋନା ଆକ୍ରାନ୍ତ ରାଜଧାନୀ ଭୁବନେଶ୍ୱର ସ୍ଥିତ ବମିଖାଲ…
Read More...

ଓଡ଼ିଶାରେ ଷଷ୍ଠ କରୋନା ରୋଗୀ ଚିହ୍ନଟ ।

କଟକ, ୩ା୪( ଆମ ଭାରତ ): ରାଜ୍ୟରେ ଆଉ ଏକ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଛଅକୁ ବୃଦ୍ଧି ପାଇଛି । କଟକର ଏହି କରୋନା ରୋଗୀ ନିକଟରେ ଦିଲ୍ଲୀ ଯାଇଥିବା ନେଇ ସୂଚନା ମିଳିଛି ।
Read More...

ଭୁବନେଶ୍ୱର ଓ ଭଦ୍ରକ ସହର ୪୮ ଘଣ୍ଟା ସଟ ଡାଉନ୍ ।

ଭୁବନେଶ୍ୱର, ୩ା୪( ଆମ ଭାରତ ): କରୋନା ଚେନ୍ ଭାଙ୍ଗିବା ପାଇଁ ଭୁବନେଶ୍ୱର ଓ ଭଦ୍ରକରେ ଆଜି ସନ୍ଧ୍ୟା ୮ଟାରୁ ରବିବାର ସନ୍ଧ୍ୟା ୮ଟା ଯାଏଁ ସମ୍ପୂର୍ଣ୍ଣ କର୍ଫ୍ୟୁ । ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ଶାସନ ସଚିବ ଅସିତ…
Read More...