Odisha Latest Breaking News & Current Headlines
Monthly Archives

September 2019

ଶ୍ରୀମନ୍ଦିର ମାମଲାରେ ସୁପ୍ରିମକୋର୍ଟଙ୍କୁ ସମୟ ମାଗିଲେ ଆମିକସ୍ କ୍ୟୁରି ।

ନୂଆଦିଲ୍ଲୀ/ପୁରୀ  ( ଆମ ଭାରତ ) ୧୭ା୯ : ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ସଂସ୍କାର ଓ ସୁରକ୍ଷା ଜୋନରେ ଉଚ୍ଛେଦ ମାମଲା ଚାଲିଥିଲା । ଆଜି ଜଷ୍ଟିସ୍ ଅରୁଣ ମିଶ୍ରଙ୍କ ଖଣ୍ଡପୀଠରେ ଶୁଣାଣି ହୋଇଥିଲା । ରିପୋର୍ଟ ଦାଖଲ କରିବାକୁ…
Read More...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୬୯ତମ ଜନ୍ମ ଦିବସ ପାଳନ କଲେ ଗୁଜୁରାଟରେ l

ନୂଆଦିଲ୍ଲୀ ( ଆମ ଭାରତ ) 17/9 : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ୬୯ତମ ଜନ୍ମ ଦିବସ ମନାଇବା ପାଇଁ ଗୁଜୁରାତ ଗସ୍ତରେ ଅଛନ୍ତି । ଜନ୍ମଦିନରେ ସେ ନର୍ମଦା ନଦୀରେ ପୂଜାର୍ଚ୍ଚନା କରିବା ପାଇଁ ସର୍ଦାର ସରୋବର ଡ୍ୟାମ…
Read More...

ଧାରଣାରେ ବସିଲେ , କୁଳପତିଙ୍କୁ ତାଲା ପକାଇଲେ ।

ଭୁବନେଶ୍ୱର ( ଆମ ଭାରତ ) ୧୬/୯ : ଉତ୍କଳ ବିଶ୍ୱବିଦ୍ୟାଳୟରେ ଦେଖାଦେଇଛି ଛାତ୍ର ଅଶାନ୍ତି । ବିଶ୍ୱବିଦ୍ୟାଳୟ ମୁଖ୍ୟ ଫାଟକ ସ୍ଥାନାନ୍ତର ସମେତ ୧୦ଦଫା ଦାବୀ ନେଇ ଧାରଣାରେ ବସିବା ସହ କୁଳପତିଙ୍କ କାର୍ଯ୍ୟାଳୟରେ ତାଲା…
Read More...

ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ‘ ମୋ ସରକାର ’ କାର୍ଯ୍ୟକ୍ରମକୁ ନେଇ ।

ଭୁବନେଶ୍ୱର ( ଆମ ଭାରତ ) ୧୪/୯  : ଅକ୍ଟୋବର ଦୁଇ ତାରିଖରୁ ଆରମ୍ଭ ହେବ ‘ମୋ ସରକାର’ କାର୍ଯ୍ୟକ୍ରମ। ପ୍ରଥମ ପର୍ଯ୍ୟାୟରେ ଥାନା ଓ ହସ୍ପିଟାଲ୍‌ରୁ ନିଆଯିବ ଫିଡବ୍ୟାକ୍। ମୋ ସରକାର କାର୍ଯ୍ୟକ୍ରମ ଲାଗୁ ପୂର୍ବରୁ ଉଚ୍ଚସ୍ତରୀୟ…
Read More...

ପୁରୀ ବିକାଶ ପାଇଁ ପାଞ୍ଚ IASଙ୍କୁ ନିଯୁକ୍ତି ଦେଲେ ରାଜ୍ୟ ସରକାର ।

ଭୁବନେଶ୍ୱର ( ଆମ ଭାରତ ) ୧୩/୯ :ପୁରୀର ବିକାଶ ପାଇଁ ୫୦୦କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଆରମ୍ଭ କରାଯାଉଛି । ଏହିସୁବ କାର୍ଯ୍ୟକ୍ରମକୁ ତ୍ୱାରାନିତ କରିବାରେ ଜିଲ୍ଲାପାଳଙ୍କୁ ସହଯୋଗ କରିବା ପାଇଁ ୫ଆଇଏଏସ ଅଫିସର ନିଯୁକ୍ତି…
Read More...

ଅକ୍ଟୋବର ୧ରୁ ବଦଳିବ ଏସ୍‌ବିଆଇର ୬ଟି ନିୟମ ।

ଭୁବନେଶ୍ୱର/ନୂଆଦିଲ୍ଲୀ  ( ଆମ ଭାରତ ) ୧୨/୯ : ଅକ୍ଟୋବର ଏକ ତାରିଖରୁ ଏସ୍‌ବିଆଇ ୬ଟି ନୂଆ ନିୟମ ଲାଗୁ କରିବା ପାଇଁ ଯାଉଛି । ଏହା ଦେଶରେ ଥିବା ୩୨ କୋଟି ଗ୍ରାହକଙ୍କ ପାଇଁ ଲାଗୁ ହେବ । ଅକ୍ଟୋବର ଏକ ତାରିଖରୁ ଏସ୍‌ବିଆଇ…
Read More...