Odisha Latest Breaking News & Current Headlines
Yearly Archives

2020

ଓଡ଼ିଶାରେ ଷଷ୍ଠ କରୋନା ରୋଗୀ ଚିହ୍ନଟ ।

କଟକ, ୩ା୪( ଆମ ଭାରତ ): ରାଜ୍ୟରେ ଆଉ ଏକ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଛଅକୁ ବୃଦ୍ଧି ପାଇଛି । କଟକର ଏହି କରୋନା ରୋଗୀ ନିକଟରେ ଦିଲ୍ଲୀ ଯାଇଥିବା ନେଇ ସୂଚନା ମିଳିଛି ।
Read More...

ଭୁବନେଶ୍ୱର ଓ ଭଦ୍ରକ ସହର ୪୮ ଘଣ୍ଟା ସଟ ଡାଉନ୍ ।

ଭୁବନେଶ୍ୱର, ୩ା୪( ଆମ ଭାରତ ): କରୋନା ଚେନ୍ ଭାଙ୍ଗିବା ପାଇଁ ଭୁବନେଶ୍ୱର ଓ ଭଦ୍ରକରେ ଆଜି ସନ୍ଧ୍ୟା ୮ଟାରୁ ରବିବାର ସନ୍ଧ୍ୟା ୮ଟା ଯାଏଁ ସମ୍ପୂର୍ଣ୍ଣ କର୍ଫ୍ୟୁ । ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ଶାସନ ସଚିବ ଅସିତ…
Read More...

ରଥଯାତ୍ରା ପାଇଁ ରଥକାଠ ଚିରା ଅନୁକୂଳ ।

କଟକ ( ଆମ ଭାରତ ) ୨/୪ : ପବିତ୍ର ରାମନବମୀ ଅବସରରେ ରଥଯାତ୍ରା ପାଇଁ ରଥକାଠ ଚିରା ଅନୁକୂଳ ହୋଇଛି । କଟକ ଖପୁରିଆ ସ୍ଥିତ ଓଏଫଡିସିର କରତ କଳରେ ଏହି କାଠ ଚିରା ଅନୁକୂଳ ହୋଇଛି । ଶ୍ରୀମନ୍ଦିର ପ୍ରଶାସନର ମୁଦିନିଧି ଦଳ…
Read More...

ଓଡ଼ିଶାରେ ପଞ୍ଚମ କରୋନା ରୋଗୀ ଚିହ୍ନଟ।

ଭୁବନେଶ୍ୱର, ୧ ।୪( ଆମ ଭାରତ ): ରାଜ୍ୟରେ ଆଉ ଏକ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ରୋଗୀଙ୍କ ସଂଖ୍ୟା ୫କୁ ବୃଦ୍ଧି ପାଇଛି । ସ୍ୱାସ୍ଥ୍ୟବିଭାଗ ଏନେଇ ଟ୍ୱିଟ କରି ସୂଚନା ଦେଇଛି । ପଞ୍ଚମ କରୋନା…
Read More...

Sri Jagannath temple information.

Puri ( Amabharat ) 30/3: Today's Hundi collection Rs 1389/- ଆଜି ଶ୍ରୀମନ୍ଦିରର ଏସବିଆଇ ଆକାଉଣ୍ଟକୁ ଫେରିଛି ଦ୍ୱିତୀୟ ସ୍ଥାୟୀ ଜମା ଟଙ୍କା । ୟେସ୍ ବ୍ୟାଙ୍କରୁ ଶ୍ରୀମନ୍ଦିର ଆକାଉଣ୍ଟକୁ ୧୫୬କୋଟି ଟଙ୍କା…
Read More...

ବଢ଼ିବନି ଲକ୍ ଡାଉନ ଅବଧି ସମୟ ।

ଭୁବନେଶ୍ୱର, ୩୦ା୩( ଆମ ଭାରତ ): ରାଜ୍ୟରେ ଲକ୍ ଡାଉନ ବଢ଼ିବା ଅବଧିକୁ ଖାରଜ କରିଛନ୍ତି ସରକାର । ଏହାସହ ପୂର୍ବରୁ ଲକ୍ ଡାଉନ ଅବଧି ବଢ଼ିବାନେଇ ଚାଲିଥିବା ଚର୍ଚ୍ଚାକୁ ମଧ୍ୟ ଖଣ୍ଡନ କରିଛନ୍ତି ସରକାର । ଏନେଇ କେନ୍ଦ୍ର…
Read More...