Odisha Latest Breaking News & Current Headlines

ଗୁପ୍ ଚୁପ୍ ଖାଉଥିବା ଲୋକ ଜାଣିନିଅନ୍ତୁ , ଏହା ଦ୍ୱାରା ଠିକ୍ ହୋଇପାରେ ରୋଗ l

0

ଆମଭାରତ 3/3 :   ଗୁପ୍ ଚୁପ୍ କେବେ ନା କେବେ ଆପଣ ଖାଇଥିବେ , ଗୁପ୍ ଚୁପ୍ ସବୁ ଜାଗାରେ ଅଲଗା ଅଲଗା ନାଁ ରେ ଜଣାଯାଇଥାଏ , କିନ୍ତୁ ସବୁ ଜାଗାରେ ଆପଣଙ୍କୁ ଏହାର ଗୋଟେ ପ୍ରକାରର ସ୍ୱାଦ ମିଳିବ , କିଛି ଲୋକଙ୍କ ଏତେ ସଉକ ଥାଏ କି ସେମାନେ ନିଜ ସ୍ୱାସ୍ଥ୍ୟ କଥାକୁ ଚିନ୍ତା ନକରି ତାହାକୁ ଖାଇ ଥାଣ୍ତି , ସେମାନେ ଜାଣିଛନ୍ତି କି ଏହା କେତେ ଖରାପ ପ୍ରଭାବ ପକାଇଥାଏ କିନ୍ତୁ ତାପରେ ମଧ୍ୟ ସେମାନେ ଏହାକୁ ଖାଇଥାନ୍ତି ।

ଏମିତି ବହୁତଥର ଦେଖାଯାଇଛି କି କେବେ ଆମ ପେଟରେ ଏହି ଜିନିଷ ସମ୍ଭାଳିପାରେ ନାହିଁ , ଯାହା ଦ୍ୱାରା ଏସିଡିଟି ହୋଇଥାଏ , କଣ ଆପଣ ଜାଣିଛନ୍ତି ଆମ ଶରୀର ପାଇଁ ଏହା ଭଲ ବି ହୋଇପାରେ , ଆଜି ଆମେ ଗୁପ୍ ଚୁପ୍ ଖାଇବା ଦ୍ୱାରା ମିଳୁଥିବା ଫାଇଦା ବିଷୟରେ କହିବାକୁ ଯାଉଛୁ ।

ପାଟିରେ ଚମଡା ଛାଡିବା : କହିଦେବୁ କି ଗୁପ୍ ଚୁପ୍ ଖାଇବା ଦ୍ୱାରା ପାଟିରେ ହୋଇଥିବା ଘା ଠିକ୍ ହୋଇପାରିବ , ଗୁପ୍ ଚୁପ୍ ପାଣି ଏତେ ଖଟା ହୋଇଥାଏ କି ତାହା ଆପଣ ପାଟି ଭିତରେ ଥିବା ଘା କୁ ଭଲ କରିଦେଇପାରେ , ଆପଣଙ୍କୁ କେବଳ ଗୋଟେ ପ୍ଲେଟ୍ ଗୁପ୍ ଚୁପ୍ ଖାଇବାର ଅଛି ,

ଏସିଡିଟି ଓ ଗ୍ୟାସ୍ ରୁ ମୁକ୍ତି : ସେମିତି ଦେଖାଯାଏ କି ଗୁପ୍ ଚୁପ୍ ଖାଇବା ଦ୍ୱାରା ଏସିଡିଟି ଓ ଗ୍ୟାସ୍ ହୋଇଥାଏ , ଯଦି ଆପଣ ଗୁପ୍ ଚୁପ୍ ରେ ପୁଦିନା ପାଣି ବ୍ୟବହାର କରିବେ , ତେବେ ଏହା ବହୁତ ଫାଇଦା ଦେଇଥାଏ , ଯାହା ଦ୍ୱାରା ଏସିଡିଟି କିମ୍ବା ଗ୍ୟାସ୍ ହୁଏ ନାହି, ଓ ପେଟ ପାଇଁ ଲାଭକାରୀ ହୋଇଥାଏ ,

ମୁଡ୍ ଭଲ କରିବାପାଇଁ :

ସେମିତି ଏହା ଏତେ ଫାଇଦା ଦେଇନଥାଏ ,ଯଦି ଆପଣ କେଉଁ ଜିନିଷକୁ ନେଇ ଟେନସନ୍ ରେ ଅଛନ୍ତି , ତେବେ ଗୁପ୍ ଚୁପ୍ ଖାଇବା ଦ୍ୱାରା ଆପଣଙ୍କ ମୁଡ୍ ଠିକ୍ ହେବାର ସମ୍ଭାବନା ଥାଏ ।

ଓଜନ କମାଇବାରେ ସାହାର୍ଯ୍ୟକରେ ଗୁପ୍ ଚୁପ୍ :

ଏହି ସୁତ୍ର ସେପରି ବଡ ଅଟେ ଓ ଅଜିବ ବି ଲାଗିବ କିନ୍ତୁ ଗୁପ୍ ଚୁପ୍ ର ପାଣିରେ କେବଳ ପୁଦିନା ହିଂଗ, ଲେମ୍ବୁ, ଓ କଞ୍ଚା ଆମ୍ବ ମିଳାଈଲେ ଆପଣଙ୍କ ଓଜନ କମାଇପାରିବେ , ଏହା ପାଚନ କ୍ରିୟାକୁ ବହୁତ ଫାଇଦା ଦେଇଥାଏ , ଯେଉଁ କାରଣରୁ ଆପଣ ମୋଟା ହୋଇପାରିବେ ନାହିଁ , ଏହା ନୁହେଁ କି ଏହାକୁ ଆପଣ ଔଷଧ ରୂପେ ନେବେ , ଯଦି ଆପଣ ଏହା କରିବେ ତେବେ ଆପଣଙ୍କ ଶରୀର ପାଇଁ ଫାଇଦା ଦେବ ନାହିଁ ।

Leave A Reply

Your email address will not be published.