ଭୁବନେଶ୍ୱର ( ଆମ ଭାରତ ) ୧୮/୬ : ରାଜ୍ୟରେ ଆଉ ୧୭୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ : କ୍ୱାରେଂଟିନ ସେଂଟରୁ ୧୪୬ ଚିହ୍ନଟ ହୋଇଥିବା ବେଳେ ୨୮ ସ୍ଥାନୀୟ ଲୋକ ସଂକ୍ରମିତ; ଗଂଜାମରେ ସର୍ବାଧିକ ୫୬ ଓ ବାଲେଶ୍ୱରରେ ୩୪ ନୂଆ ମାମଲା, ଓଡିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ଛୁଇଁଲା ୪ହଜାର ୫୧୨ ।
ଗଞ୍ଜାମରୁ ସର୍ବାଧିକ ୫୬, କେନ୍ଦୁଝର -୫, ଯାଜପୁର-୯, ନବରଙ୍ଗପୁର-୭, ଖୋର୍ଦ୍ଧା-୧୦, କୋରାପୁଟ-୬, ମାଲକାନଗିରି-୧, ବାଲେଶ୍ୱର-୩୪, କଳାହାଣ୍ଡି-୬, ନୂଆପଡା-୧, କନ୍ଧମାଳ-୩, ଭଦ୍ରକ-୩, ବୌଦ୍ଧ-୨, ପୁରୀ-୧୬, ସୁନ୍ଦରଗଡ-୩, କେନ୍ଦ୍ରାପଡା-୭, ବରଗଡ-୪, ବଲାଙ୍ଗୀର-୧ ଚିହ୍ନଟ ।