Odisha Latest Breaking News & Current Headlines

ରାଜ୍ୟରେ ୧୭୫ଜଣ କରୋନା ପଜିଟିଭ୍ ଚିହ୍ନଟ ।

0

ଭୁବନେଶ୍ବର ( ଆମ ଭାରତ )   ୧୭।୦୬: ରାଜ୍ୟରେ ହୁ ହୁ ହୋଇ ବଢୁଛି କରୋନା ସଂକ୍ରମିତ ସଂଖ୍ୟା । ରାଜ୍ୟରେ ଆଜି ୧୭୫ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୩୩୮ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୪୫ ଜଣ କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଥିବା ବେଳେ ଅନ୍ୟ ୩୦ ଜଣ ସ୍ଥାନୀୟ ଅଞ୍ଚଳର ରହିଛନ୍ତି ।

ଗଜପତିରୁ ସର୍ବାଧିକ ୫୭, ମୟୂରଭଞ୍ଜ-୫, ଖୋର୍ଦ୍ଧା-୨୫, ସୁନ୍ଦରଗଡ-୫, କଟକ-୩, ଜଗତସିଂହପୁର-୭, ଝାରସୁଗୁଡା-୧, ବାଲେଶ୍ୱର-୬,କେନ୍ଦ୍ରାପଡା-୧, ନୂଆପଡା-୪, କନ୍ଧମାଳ-୭, ବରଗଡ-୧୧, ପୁରୀ-୧୮, ବଲାଙ୍ଗୀର-୩, ଗଞ୍ଜାମ-୧ ।

Leave A Reply

Your email address will not be published.