Odisha Latest Breaking News & Current Headlines

ବାତ୍ୟା ଅମ୍ଫାନର ଗତିପଥ ।

0

ଭୁବନେଶ୍ୱର ( ଆମ ଭାରତ ) ୧୭/୫

*ବାତ୍ୟା ଅମ୍ଫାନ ସମ୍ପର୍କରେ ତାଜା ସୂଚନା ଦେଲେ ଏସ୍‌ଆର୍‌ସି ପ୍ରଦୀପ ଜେନା ।
*ବାତ୍ୟାର ରୂପ ନେଲା ଅମ୍ଫାନ ।
*୬ ଘଣ୍ଟା ମଧ୍ୟରେ ଭୀଷଣ ବାତ୍ୟାର ରୂପ ନେବ ।
*ସାଗର ଓ ହାଟିଆ ଦ୍ଵୀପ ମଝିରେ ଉପକୂଳ ଛଇଁବ ଅମ୍ପାନ ।
*ଏବେ ଘଣ୍ଟାକୁ ୬ କିଲୋମିଟର ବେଗରେ ଗତି କରୁଛି ବାତ୍ୟା ।
*ଦକ୍ଷିଣ, ଉପକୂଳ ଏବଂ ଉତ୍ତର ଓଡ଼ିଶାର ୧୨ ଜିଲ୍ଲାକୁ ସତର୍କ ।
*୧୮ ତାରିଖରୁ ୨୦ ତାରିଖ ଯାଏଁ ଓଡ଼ିଶାରେ ହେବ ବର୍ଷା, ପବନ ।
*୧୯ରେ ଉପକୂଳ ଓଡ଼ିଶାରେ ଘଣ୍ଟାକୁ ୬୦ କିଲୋମିଟର ବେଗରେ ପବନ ବହିବ ।
*୨୦ରେ ପବନର ବେଗ ବଢ଼ିବ। ଘଣ୍ଟାକୁ ୧୧୦ କିଲୋମିଟର ବେଗରେ ପବନ ବହିବ ।
*୨୦ ତାରିଖରେ ବତ୍ୟା ସ୍ଥଳଭାଗ ଛୁଇଁବାର ସମ୍ଭାବନା ।
*ରାଜ୍ୟରେ ପ୍ରବଳ ବର୍ଷା ହେବ, ହେଲେ ବନ୍ୟା ଭୟ ନାହିଁ ।
*ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ପ୍ରଭାବିତ ହେବାର ସମ୍ଭାବନା ।

*ଯୋରରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଆଡ଼କୁ ଗତି କରିବ ।

*ପଶ୍ଚିମବଙ୍ଗ-ବାଲାଂଦେଶ ଉପକୂଳ ପଶ୍ଚିମବଙ୍ଗର ସାଗର ଆଇଲାଣ୍ଡ ଓ ବାଲାଂଦେଶର ହାଟିୟା ଆଇଲାଣ୍ଡ ମଧ୍ୟରେ ୨୦ ତାରିଖ ଅପରାହ୍ଣ କିମ୍ବା ସନ୍ଧ୍ୟାରେ ଅତି ଭୟଙ୍କର ବାତ୍ୟା ରୂପରେ ଅତିକ୍ରମ କରିବା ନେଇ ପାଣିପାଗ ବିଭାଗ ଆକଳନ କରିଛି ।

Leave A Reply

Your email address will not be published.