Odisha Latest Breaking News & Current Headlines

ରାଜ୍ୟରେ ୯୧ ପଜିଟିଭ ଚିହ୍ନଟ, ମୋଟ୍ ୮୨୮କୁ ବୃଦ୍ଧି ।

0

ଭୁବନେଶ୍ୱର ( ଆମ ଭାରତ ) ୧୭/୫ : 

-କେନ୍ଦୁଝରରେ ଆଉ ୪ ଆକ୍ରାନ୍ତ ଚିହ୍ନଟ, ମୋଟ ସଂଖ୍ୟା ୮ ।
-ସୁନ୍ଦରଗଡ଼ରେ ଆଉ ଜଣେ ଆକ୍ରାନ୍ତ ଚିହ୍ନଟ, ମୋଟ ସଂଖ୍ୟା ୨୭ ।
-କେନ୍ଦ୍ରାପଡ଼ାରେ ଆଉ ଜଣେ ଆକ୍ରାନ୍ତ ଚିହ୍ନଟ, ମୋଟ ସଂଖ୍ୟା ୨୭
-ପୁରୀରେ ଆଉ ୭ ଆକ୍ରାନ୍ତ ଚିହ୍ନଟ, ମୋଟ ସଂଖ୍ୟା ୨୫ ।
-ବାଲେଶ୍ବରରେ ଆଉ ୧୭ ଆକ୍ରାନ୍ତ ଚିହ୍ନଟ, ମୋଟ ସଂଖ୍ୟା ୧୧୯
-ଗଞ୍ଜାମରେ ଆଉ ୧୫ ଆକ୍ରାନ୍ତ ଚିହ୍ନଟ, ମୋଟ ସଂଖ୍ୟା ୨୯୨ ।
-ଭଦ୍ରକରେ ଆଉ ୨୮ ଆକ୍ରାନ୍ତ ଚିହ୍ନଟ, ମୋଟ ସଂଖ୍ୟା ୭୪ ।
-କଟକରେ ଆଉ ୧୨ ଆକ୍ରାନ୍ତ ଚିହ୍ନଟ,     

୨୨ରାଜ୍ୟରେ ପ୍ରଥମ ଥର ପାଇଁ ଜଣେ ସରପଞ୍ଚ କୋରୋନାରେ ଆକ୍ରାନ୍ତ ।ରାଜ୍ୟରେ କୋରୋନାରେ ଆଉ ୨ ଆକ୍ରାନ୍ତଙ୍କ ମୃତ୍ୟୁ । ରାଜ୍ୟରେ କୋରୋନା ମୃତକଙ୍କ ସଂଖ୍ୟା ୫କୁ ବୃଦ୍ଧି ।

ରାଜ୍ୟରେ ସୁସ୍ଥ ହେଲେ ଆଉ ୩୦ ଜଣ କୋରୋନା ଆକ୍ରାନ୍ତ, ଗତକାଲି ସୁସ୍ଥ ହୋଇଥିବା ୩୦ ଜଣଙ୍କୁ ଘରକୁ ପଠାଯାଇଛି, ଗଞ୍ଜାମର ୨୮, କଟକ ଓ ବାଲେଶ୍ବରର ଜଣେ ଲେଖାଏଁ ସୁସ୍ଥ, ରାଜ୍ୟରେ ମୋଟ ୧୯୬ ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି ।

Leave A Reply

Your email address will not be published.