Odisha Latest Breaking News & Current Headlines

ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ଦର ବଢ଼ିଲା ।

0

ଭୁବନେଶ୍ୱର ( ଆମ ଭାରତ ) ୧୭/୫ :ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ଉପରେ ବଢ଼ିଲା ମୂଲ୍ୟଯୁକ୍ତ ଟିକସ, ପେଟ୍ରୋଲ ଉପରେ ୬% ଓ ଡିଜେଲ ଉପରେ ୨% ଭାଟ୍‌ ବଢ଼ାଇଲେ ସରକାର, ରାଜ୍ୟରେ ଆସନ୍ତାକାଲି ଠାରୁ ଲାଗୁ ହେବ ନୂଆ ତେଲଦର, ପେଟ୍ରୋଲ ଦର ୩ ଟଙ୍କା ୧୧ ପଇସା ଓ ଡିଜେଲ ଦର ୧ ଟଙ୍କା ୩ ପଇସା ବୃଦ୍ଧି ।

ଭୁବନେଶ୍ବରରେ ପେଟ୍ରୋଲର ନୂଆ ଦର ହେବ ୭୧ ଟଙ୍କା ୬୯ ପଇସା, ଭୁବନେଶ୍ବରରେ ଡିଜେଲର ନୂଆ ଦର ହେବ ୬୭ ଟଙ୍କା ୭୩ ପଇସା,

୨୦୧୬ରେ ଶେଷଥର ପାଇଁ ରାଜ୍ୟରେ ୩% ଭାଟ୍‌ ବଢ଼ିଥିଲା, ପେଟ୍ରୋଲ ଦରରୁ କେନ୍ଦ୍ର ନେଉଛି ୩୩ ଟଙ୍କା, ରାଜ୍ୟ ନେଉଛି ୧୭ ଟଙ୍କା, ଡିଜେଲ ଦରରୁ କେନ୍ଦ୍ର ନେଉଛି ୩୨ ଟଙ୍କା, ରାଜ୍ୟ ନେଉଛି ୧୪ ଟଙ୍କା ।ମହଙ୍ଗା ହେଲା ପେଟ୍ରୋଲ୍ , ଡିଜେଲ୍
ଭାଟ୍ ବଢାଇଲେ ରାଜ୍ୟ ସରକାର , କାଲିଠୁ ଲାଗୁ ହେବ ନୂଆ ଦର

Leave A Reply

Your email address will not be published.