ଭୁବନେଶ୍ୱର ( ଆମ ଭାରତ ) ୧୦/୫ : ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧକ୍ଷ ତଥା ପ୍ରବୀଣ ଜନନେତା ସୁବାଷ ଚୌହାନଙ୍କ ଅକାଳ ବିୟୋଗ ଆମ ପାଇଁ ଏକ ଅପୁରାଣୀୟ କ୍ଷତି। ତାଙ୍କ ବିୟୋଗର ଏହି ଦୁଃଖକୁ ସାହିବା ପାଇଁ ତାଙ୍କ ପରିବାର ବର୍ଗ ଏବଂ ହଜାର ହଜାର ଶୁଭେଛୁଙ୍କୁ ପ୍ରଭୁ ଜଗନ୍ନାଥ ଶକ୍ତି ଏବଂ ଧାର୍ଯ୍ୟ ଦିଅନ୍ତୁ। ତାଙ୍କ ଅମର ଆତ୍ମା ପ୍ରତି ବିଜୁ ଜନତା ଦଳ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଉଛି। ଓଡିଶା ବିକାଶରେ ତାଙ୍କ ଭୂମିକାକୁ ଆମେ ସବୁବେଳେ ସ୍ମରଣ କରିବୁ।