Odisha Latest Breaking News & Current Headlines

କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୫୨କୁ ବୃଦ୍ଧି ।

0

ଭୁବନେଶ୍ୱର,୧୦ ।୫

( ଆମ ଭାରତ ): ରାଜ୍ୟରେ ଆଉ ୫୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୫୨କୁ ବୃଦ୍ଧି ପାଇଛି । ଆଜି ଦିନକରେ ରାଜ୍ୟରେ ସର୍ବାଧିକ ୫୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଗଞ୍ଜାମରେ ୨୯, ବାଲେଶ୍ୱରରେ ୧୫ ଓ ମୟୂରଭଞ୍ଚରେ ୧ ଆକ୍ରାନ୍ତ ଥିବା ଜଣାପଡିଛି । ଅନୁଗୁଳରେ ପ୍ରଥମଥର ପାଇଁ ୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହାଇଛନ୍ତି ।ଶହେ ଟପିଲା ଗଂଜାମ
Ganjam  118 ରାଜ୍ୟରେ ସର୍ବାଧିକ ।

Leave A Reply

Your email address will not be published.