Odisha Latest Breaking News & Current Headlines

କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯୧ ।

0

ଭୁବନେଶ୍ୱର ( ଆମ ଭାରତ ) ୧୧/୫ : ଆଜି ଚିହ୍ନଟ ୧୪ ଆକ୍ରାନ୍ତଙ୍କ ତଥ୍ୟ ଦେଲେ ସରକାର, ରାଉରକେଲାରୁ ଚିହ୍ନଟ ଆକ୍ରାନ୍ତ ପୂର୍ବ ପଜିଟିଭ ସଂସ୍ପର୍ଶରେ ଆସିଥିଲେ, କେନ୍ଦ୍ରାପଡ଼ାର ଜଣେ ଓ ଗଞ୍ଜାମର ୧୨ ଜଣ ସୁରତ ଫେରନ୍ତା, ସମସ୍ତେ କ୍ବାରେନ୍‌ଟାଇନ୍‌ କେନ୍ଦ୍ରରେ ଥିଲେ
ସୁନ୍ଦରଗଡ଼ରେ ଚିହ୍ନଟ ଆକ୍ରାନ୍ତ ୪୭ ବର୍ଷୀୟ ପୁରୁଷ, ଆକ୍ରାନ୍ତ ବ୍ୟକ୍ତି ରାଉରକେଲା କଣ୍ଟେନ୍‌ମେଣ୍ଟ ଜୋନର, ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ ଓ କ୍ବାରେଣ୍ଟାଇନରେ ଥିଲେ, ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣଙ୍କ ସୂଚନା

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯୧ଥିବା ବେଳେ ସେମାନଙ୍କ ମଧ୍ୟରୁ ୬୮ଜଣ ସୁସ୍ଥ ହୋଇଛନ୍ତି ଓ ୩ ଜଣଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ଓଡ଼ିଶାରେ କରୋନାରେ ୩୨୦ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସା ହେଉଛନ୍ତି ।

Leave A Reply

Your email address will not be published.