Odisha Latest Breaking News & Current Headlines

Srimandira temple information.

0

ଆମଭାରତ ( ପୁରୀ ) ୧/୮ :

ତା 29-7-19ରିଖରେ ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକର ନିଷ୍ପତ୍ତି ପ୍ରକାରେ ଆଜିଠାରୁ ଶ୍ରୀମନ୍ଦିରରେ କଡାକଡି ଭାବେ ପାନ ଗୁଟକା ବ୍ୟବହାର ବନ୍ଦ ପାଇଁ ପ୍ରୟାସ ଆରମ୍ଭ ହୋଇଛି । ଏ ସମ୍ପର୍କରେ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ବାରମ୍ବାର ବିଭିନ୍ନ ଭାଷାରେ ଘୋଷଣା କରାଯାଉଛି । ଜନସାଧାରଣଙ୍କ ସହ ସେବକମାନେ ମଧ୍ୟ ସମର୍ଥନ କରିବା ସହ ସହଯୋଗ କରୁଛନ୍ତି । ସମସ୍ତଙ୍କ ଜାଣିବା ପାଇଁ ଶ୍ରୀମନ୍ଦିର ଚାରିଦ୍ୱାର ଏବଂ ମନ୍ଦିର ଭିତରେ signage board ଲଗାଯାଇଛି ।
ଆଜି ପ୍ରଥମ ଦିନରେ ଚାରି ଜଣଙ୍କୁ ଧରାଯାଇ ଏକଶହ ଟଙ୍କା ଲେଖାଏଁ ଜୋରିମାନା ଆଦାୟ କରାଯାଇଛି।

 

ମନ୍ଦିରର ଲୋକସମ୍ପର୍କ ଅଧିକାରୀଙ୍କ ଉପସ୍ଥିତରେ ଆଜି ଜୋରିମାନା ଆଦାୟ କରାଯାଇଛି ।

Today’s Hundi collection
Rs.1,49,441/-
Gold 800mg.( Gross)
Silver 11g. 600mg. ( Gross)

Sakaala Dhoopa completed 11.05 AM

Bhoga mandap completed 1.35 PM

Chita laagi 2.15 to 4.30 PM
Mahasnana completed and darshan started 5.00 PM

Leave A Reply

Your email address will not be published.