Odisha Latest Breaking News & Current Headlines

ଗୁଣ୍ଡିଚା ଯାତ୍ରା ସମୟରେ ଜେଟିପିଙ୍କୁ ମାଡ଼ ମାରିବା ଘଟଣାରେ ସେବାୟତ ଆଜି ଗିରଫ ।

0

ଆମଭାରତ ( ପୁରୀ   )  ୧ା୮ : ପୁରୀ ଗୁଣ୍ଡିଚା ମନ୍ଦିରରେ ଜେଟିପିଙ୍କୁ ସେବାୟତଙ୍କ ମାଡ଼ ଘଟଣା ଘଟିଥିଲା । ସେହି ଘଟଣାରେ ବଳଭଦ୍ରଙ୍କ ବାଡ଼ଗ୍ରାହୀଙ୍କ ପୁଅ ଜଗଦୀଶ ଦାସ ମହାପାତ୍ର ଗିରଫ ହୋଇଛନ୍ତି । ଶ୍ରୀମନ୍ଦିର ପୋଲିସ ସୁଦର୍ଶନ ସାହୁଙ୍କୁ ମାଡ଼ ମାରିଥିଲେ ସେବାୟତ । ଏନେଇ କୁମ୍ଭାରପଡ଼ା ଥାନାରେ ମାମଲା  ୧୬୧/୧୯ ରୁଜୁ ହୋଇଥିଲା । କିନ୍ତୁ ଆଜି ସେ ମନ୍ଦିରର ନୀତି ସାରି ଫେରୁଥିବା ସମୟରେ ପୋଲିସ ତାକୁ ସିଂହ ଦ୍ଵାର ପାଖରେ ଧରୀ କୋର୍ଟ ଚାଲାଣ କରିଥିଲା ।

Leave A Reply

Your email address will not be published.