ଆମଭାରତ ( ଭୁବନେଶ୍ୱର ) ୧୭/୦୬ : ଖଣ୍ଡଗିରିରୁ ରସୁଲଗଡ ମଧ୍ୟରେ ଘଟୁଥିବା ଦୁର୍ଘଟଣାକୁ ଆଖି ଆଗରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ଆସନ୍ତା କାଲିଠୁ ଏହାକୁ ଲାଗୁ କରାଯିବ ବୋଲି କୁହାଯାଇଛି । ତେବେ ମାସକ ପାଇଁ ଏହି କଟକଣା ଲଗାଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ବି.ଏସ ପୁନିଆ । ଯଦି କୌଣସି ବ୍ୟକ୍ତି ଏହି ନିୟମ ଉଲ୍ଲଘଂନ କରନ୍ତି, ତେବେ ତାଙ୍କୁ ଆଇନ ଅନୁସାରେ ଦଣ୍ଡ ବିଧାନ କରାଯିବ ବୋଲି କୁହାଯାଇଛି ।