Odisha Latest Breaking News & Current Headlines

ସ୍ପେଶାଲ ସ୍କ୍ୱାର୍ଡ଼ ଯାଞ୍ଚ ବେଳେ ୨୭ ଲକ୍ଷ୪୯ ହଜାର ଟଙ୍କା ଧରାପଡ଼ି ଚମ୍ପଟ ମାରିଚାଲିଗଲେ କିଛି ଅଜଣା ଲୋକ l

0

ଆମଭାରତ ( ରାଉରକେଲା ) 10/4 : ସୁନ୍ଦରଗଡ଼ର ବିଶ୍ରା ମହିପାଣିରେ ୨୭ ଲକ୍ଷ ୪୯ ହଜାର ଟଙ୍କା ଜବତ କରାଯାଇଛି। ଏକ ନମ୍ବର ବିହୀନ ଅଡ଼ି କାରରୁ ଯାଞ୍ଚ ବେଳେ ଏହି ଟଙ୍କା ଧରାପଡ଼ିଛି।ସ୍ପେଶାଲ ସ୍କ୍ୱାର୍ଡ଼ ଯାଞ୍ଚ ବେଳେ ଟଙ୍କା ଭର୍ତ୍ତି ବ୍ୟାଗ୍ ଫୋପାଡ଼ି ଛୁ ମାରିଥିଲା ଅଡ଼ି। ଏହି ଘଟଣାରେ ଫେରାର ଚାଳକଙ୍କ ସହ ଅନ୍ୟ ଜଣଙ୍କୁ ଧରିବାକୁ ପିଛା କରିଛି ସ୍ପେଶାଲ ସ୍କ୍ୱାର୍ଡ଼। ତେବେ ଏହି ଟଙ୍କା ନିର୍ବାଚନ ବଣ୍ଟନ ଉଦ୍ଦେଶ୍ୟରେ ଯାଉଥିଲା ବୋଲି ସନ୍ଦେହ କରାଯାଉଛି।

Leave A Reply

Your email address will not be published.