Odisha Latest Breaking News & Current Headlines

ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ଦିଶାରୀଙ୍କ କାରରୁ ୨ଲକ୍ଷ ଟଙ୍କା ଜବତ l

0

ଆମଭାରତ ( ଧର୍ମଗଡ଼ ) 10/4 : ଲାଞ୍ଜିଗଡର ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ଦିଶାରୀଙ୍କ କାରରୁ ୨ଲକ୍ଷ ଟଙ୍କା ଜବତ ହୋଇଛି। ଜୟପାଟଣାରୁ ପ୍ରଦୀପଙ୍କ କାରରୁ ଫ୍ଲାଇଂ ସ୍କ୍ବାଡ ଏହି ଟଙ୍କା ଜବତ କରିଛି। ଗାଡ଼ିରେ ପ୍ରଦୀପଙ୍କ ସହ ଆଉ ୪ ଜଣ ଥିବା ସୂଚନା ମିଳିଛି।ପୁଲିସ କାରଟିକୁ ଜବତ କରି ପ୍ରଦୀପଙ୍କୁ ଟଙ୍କା ସମ୍ବନ୍ଧରେ ପଚରାଉଚରା କରୁଛି।

Leave A Reply

Your email address will not be published.