Odisha Latest Breaking News & Current Headlines

ବେଆଇନ ବନ୍ଧୁକ ରଖିବା ନେଇ ରଞ୍ଜିତା ବିଶ୍ବାଳ କୁ ଗିରଫ କରିଛି ପୋଲିସ l

0

ଆମଭାରତ ( କଟକ ) 10/4 : ବିଜେଡିର ପୂର୍ବତନ କର୍ପୋରେଟର ରଞ୍ଜିତା ବିଶ୍ବାଳ ପୁଣି ଗିରଫ ହୋଇଛନ୍ତି। ବେଆଇନ ବନ୍ଧୁକ ରଖିବା ନେଇ ରଞ୍ଜିତାଙ୍କ ନାମରେ ଅଭିଯୋଗ ହୋଇଛି। ରଞ୍ଜିତାଙ୍କୁ ବୁଧବାର ଦିନ ସ୍ପେଶାଲ ସ୍କ୍ବାଡ ଗିରଫ କରିଛି।ତାଙ୍କ ନିକଟରୁ ୨ଟି ବନ୍ଧୁକ ଜବତ । ପୂର୍ବରୁ ମଧ୍ୟ ଗିରଫ ହୋଇଥିଲେ ରଂଜିତା ବିଶ୍ବାଳ । ଡି ବ୍ରଦର୍ସ ଲିଙ୍କରେ ପୂର୍ବରୁ ମଧ୍ୟ ତାଙ୍କୁ ଗିରଫ କରାଯାଇଥିଲା ।

Leave A Reply

Your email address will not be published.