ମୁଖ୍ୟମନ୍ତ୍ରୀ ବାରିପଦାରେ ନୂଆ ସ୍ମାର୍ଟ କାର୍ଡ ବିତରଣ କରିଛନ୍ତି l ଓଡ଼ିଶାବଡ ଖବରରାଜନୀତି By Ama Bharat Last updated Oct 22, 2021 0 Share ବାରିପଦା( ଆମ ଭାରତ ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ସ୍ୱାକଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନ କରିଛନ୍ତି। ଏହା ସହ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନିଜ ଉଦବୋଧନରେ କହିଛନ୍ତି ଯେ, ‘ମୟୂରଭଞ୍ଜକୁ ଆସି ମୁଁ ବହୁତ ଖୁସି । ମୟୂରଭଞ୍ଜ ହେଉଛି କଳାର ଭୂମି । ପାନୟ ଜଳ ଯୋଗାଇବା ଆମର ପ୍ରାଥମିକତା । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ଦିଆଯାଉଛି । ଏହି କାର୍ଡ ଜରିଆରେ ଲୋକେ ସ୍ୱାସ୍ଥ୍ୟ ସେବା ପାଇପାରିବେ । ଆମ ପାଇଁ ପ୍ରତ୍ୟେକଟି ଜୀବନ ମୂଲ୍ୟବାନ । ପରିବାର ପାଇଁ ୫ ଲକ୍ଷ ଓ ମା’ଙ୍କ ପାଇଁ ୧୦ ଲକ୍ଷର ଚିକିତ୍ସା ସୁବିଧା ଯୋଗାଇଦିଆଯାଉଛି । 0 Share
ଏହି ଅବସରରେ ମୁଖ୍ୟମନ୍ତ୍ରୀ ନିଜ ଉଦବୋଧନରେ କହିଛନ୍ତି ଯେ, ‘ମୟୂରଭଞ୍ଜକୁ ଆସି ମୁଁ ବହୁତ ଖୁସି । ମୟୂରଭଞ୍ଜ ହେଉଛି କଳାର ଭୂମି । ପାନୟ ଜଳ ଯୋଗାଇବା ଆମର ପ୍ରାଥମିକତା । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ଦିଆଯାଉଛି । ଏହି କାର୍ଡ ଜରିଆରେ ଲୋକେ ସ୍ୱାସ୍ଥ୍ୟ ସେବା ପାଇପାରିବେ । ଆମ ପାଇଁ ପ୍ରତ୍ୟେକଟି ଜୀବନ ମୂଲ୍ୟବାନ । ପରିବାର ପାଇଁ ୫ ଲକ୍ଷ ଓ ମା’ଙ୍କ ପାଇଁ ୧୦ ଲକ୍ଷର ଚିକିତ୍ସା ସୁବିଧା ଯୋଗାଇଦିଆଯାଉଛି ।