Odisha Latest Breaking News & Current Headlines

ରାଜ୍ୟରେ ଆଜି ୧୬୪୩ କରୋନା ଆକ୍ରାନ୍ତ , ମୃତ୍ୟୁ ସଂଖ୍ୟା ୧୨ ।

0

 

 ଗଞ୍ଜାମ ଓ ଖୋର୍ଦ୍ଧାରୁ ୨୭୪, ରାୟଗଡ଼ାରୁ ୧୩୬, ସୁନ୍ଦରଗଡ଼ରୁ ୧୧୮, ସମ୍ବଲପୁରରୁ ୧୧୨, କଟକରୁ ୯୮, ପୁରୀରୁ ୯୨, ବାଲେଶ୍ୱରରୁ ୭୩,କନ୍ଧମାଳରୁ ୫୨, କୋରାପୁଟରୁ ୫୦, ବଲାଙ୍ଗୀରରୁ ୪୩, ନୟାଗଡ଼ରୁ ୪୦, ମୟୁରଭଞ୍ଜରୁ ୩୯, ଢ଼େଙ୍କାନାଳରୁ ୩୬, ଯାଜପୁରରୁ ୩୬, ଗଜପତିରୁ ୩୫, କଳାହାଣ୍ଡିରୁ ୩୦, ମାଲକାନଗିରିରୁ ୨୭, ଜଗତସିଂହପୁରରୁ ୨୧, ଅନୁଗୁଳରୁ ୧୬, କେନ୍ଦ୍ରାପଡ଼ାରୁ ୧୪, ବରଗଡ଼ରୁ ୭, ବୌଦ୍ଧରୁ ୭, ନବରଙ୍ଗପୁରରୁ ୫, କେନ୍ଦୁଝରରୁ ୩, ଭଦ୍ରକରୁ ୨, ଝାରସୁଗୁଡ଼ାରୁ ୨, ନୂଆପଡ଼ାରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ମୃତକଙ୍କ ମଧ୍ୟରୁ ଗଞ୍ଜାମ, କେନ୍ଦୁଝର, କନ୍ଧମାଳ ଓ ଖୋର୍ଦ୍ଧାରୁ ୨ଜଣ ଲେଖାଏଁଙ୍କ ମୃତ୍ୟୁ ହୋଇଛି । ଏହାସହ କରୋନାରେ ବାଲେଶ୍ୱର, ବରଗଡ଼, ଗଜପତି ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ଜୀବନ ଯାଇଛି । ଓଡ଼ିଶାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୫୯କୁ ବୃଦ୍ଧି ପାଇଛି ।ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।

 

Leave A Reply

Your email address will not be published.