Odisha Latest Breaking News & Current Headlines

ଅଯୋଧ୍ୟାରେ କମ୍ପୁଛି ଭୂମି ପୂଜନ ସ୍ଥଳି ।

0

ଅଯୋଧ୍ୟା, ୫ା୮: ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିରର ଭୂମିପୂଜନ ଆରମ୍ଭ ହୋଇଛି । ଭୂମିପୂଜନ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମନ୍ତ୍ର ଉଚାରଣ ସହ ଭୂମିପୂଜନ ଏବେ ଜାରି ରହିଛି ।
ଅନ୍ୟପଟେ ରାମ ମନ୍ଦିର ଭୂମି ପୂଜନନେଇ ଗଜପତି ମହାରାଜ ବାର୍ତ୍ତା ଦେଇ କହିଛନ୍ତି ଯେ ରାମ ରାଜ୍ୟ ଗଠନ ଅଭିଳାଷକୁ ପ୍ରଭୁ ଶ୍ରୀରାମ ପୂରଣ କରନ୍ତୁ । ପ୍ରଭୁ ଶ୍ରୀରାମ ନିକଟରେ ଏତିକି ବିନମ୍ର ପ୍ରାର୍ଥନା ବୋଲି ଗଜପତି କହିଛନ୍ତି ।

 

ପ୍ରଧାନମନ୍ତ୍ରୀ ମୋଦୀ ଆଜି ଦିନ ୧୨:୪୪:୦୮ରେ ପଡ଼ିଥିବା ମାହେନ୍ଦ୍ର ବେଳାରେ ୪୦ କିଲୋଗ୍ରାମ ଓଜନର ରୂପା ଇଟାରେ ମନ୍ଦିର ନିର୍ମାଣ ଲାଗି ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।ରାମ ମନ୍ଦିର ଭୂମି ପୂଜନ ନେଇ ଗଜପତି ମହାରାଜଙ୍କ ବାର୍ତ୍ତା । ରାମ ରାଜ୍ୟ ଗଠନ ଅଭିଳାଷକୁ ପ୍ରଭୁ ଶ୍ରୀରାମ ପୂରଣ କରନ୍ତୁ ।
ପ୍ରଭୁ ଶ୍ରୀରାମଙ୍କ ନିକଟରେ ଏତିକି ବିନମ୍ର ପ୍ରାର୍ଥନା: ଗଜପତି ମହାରାଜ ।କମ୍ପୁଛି ଭୂମି ପୂଜନ ସ୍ଥଳି: ମନ୍ତ୍ର ଉଚାରଣରେ ପ୍ରକମ୍ପିତ ଭୂମିପୂଜନ ସ୍ଥଳି। ପଣ୍ଡିତ ପୁରୋହିତଙ୍କ ସହ ପୂଜାରେ ବସିଛନ୍ତି ନରେନ୍ଦ୍ର ମୋଦି।

Leave A Reply

Your email address will not be published.