ଭୁବନେଶ୍ୱର ( ଆମ ଭାରତ ) ୧୫/୬ : ରାଜ୍ୟରେ ଆଉ ୧୪୬ ପଜିଟିଭ ଚିହ୍ନଟ, କ୍ୱାରେଣ୍ଟାଇନ ସେଣ୍ଟରରୁ ୧୨୮ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୮ ଜଣ ଚିହ୍ନଟ ହୋଇଛନ୍ତି । ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୦୫୫କୁ ବୃଦ୍ଧି ।
କନ୍ଧମାଳରୁ ସର୍ବାଧିକ ୪୮, ଖୋର୍ଦ୍ଧା-୭, ନୟାଗଡ-୪, ଝାରସୁଗୁଡା-୧, ରାୟଗଡା-୫, କଟକ-୧୯, ଜଗତସିଂହପୁର-୪, ବାଲେଶ୍ୱର-୮, ଢେଙ୍କାନାଳ-୧, ଅନୁଗୁଳ-୬, ଗଞ୍ଜାମ-୮, ସୋନପୁର-୨, ଭଦ୍ରକ-୧୯, ସମ୍ୱଲପୁର-୧, ସୁନ୍ଦରଗଡ-୪ ଚିହ୍ନଟ ।