Odisha Latest Breaking News & Current Headlines

ଆକ୍ରାନ୍ତଙ୍କ ସଂଖ୍ୟା ୧୫୪ କୁ ବୃଦ୍ଧି ।

0

ଭୁବନେଶ୍ୱର:୨ ।୫( ଆମ ଭାରତ ):ରାଜ୍ୟରେ ଆଉ ୫ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୪ ରେ ପଂହଚିଛି । ଏହି ୫ ନୂଆ ଆକ୍ରାନ୍ତ ଯାଜପୁର ଜିଲ୍ଲାର ।

ଯାଜପୁର ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୪୫ରେ ପଂହଚିଛି ।୫ ଆକ୍ରାନ୍ତ ଯାଜପୁର ଜିଲ୍ଲାର ବାସିନ୍ଦା ହୋଇଥିବା ନେଇ ସୂଚନା ।୩ ଯାଜପୁର ବ୍ଲକର ଓ ଜଣେ ଲେଖାଏଁ ବରୀ ଓ ବିଂଝାରପୁର ବ୍ଲକର ।ପଜିଟିଭ ଚିହ୍ନଟ ସମସ୍ତେ କୋଲକାତାରୁ ଫେରିଥିଲେ । ଫେରିବା ପରେ ସମସ୍ତେ ସଙ୍ଗରୋଧରେ ଥିଲେ । ୫ ପଜିଟିଭଙ୍କ ମଧ୍ୟରେ ୩ପୁରୁଷ ସହ ୨ଜଣ ମହିଳା:

୩ ପୁରୁଷଙ୍କ ବୟସ – ୨୮, ୫୬ ଓ ୬୩ ବର୍ଷ
୨ ମହିଳାଙ୍କ ବୟସ – ୨୪ ଓ ୬୦ ବର୍ଷ

Leave A Reply

Your email address will not be published.