ଭୁବନେଶ୍ୱର:୨୧ ।୪ : ( ଆମ ଭାରତ ): ରାଜ୍ୟରେ ଆଜି ଚିହ୍ନଟ ହୋଇଥିବା ଆଉ ୫ କରେନା ଆକ୍ରାନ୍ତଙ୍କ ବାବଦରେ ତଥ୍ୟ ମିଳିଛି । ଏହି ୫ ଜଣ ଯାକ ବାଲେଶ୍ୱରର । ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଏହି ସୂଚନା ମିଳିଛି । ଗତକାଲି ବାଲେଶ୍ୱରୁ ୨ଟି ପଜେଟିଭ କେଶ ଥିବା ସ୍ୱଷ୍ଟ ହୋଇଥିଲା ।
ଆଜିର ରିପୋର୍ଟ ପରେ ବାଲେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୮ ରେ ପଂହଚିଛି ।ଓଡ଼ିଶାରେ ଆଉ ୫ କୋରୋନା ପଜିଟିଭ ଚିହ୍ନଟ ।
ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୯ ।