Odisha Latest Breaking News & Current Headlines

ସୁସ୍ଥ ହେଲେ ୨କରୋନା ଆକ୍ରାନ୍ତ , ସଂଖ୍ୟା ୨୧ କୁ ବୃଦ୍ଧି ।

0

ଭୁବନେଶ୍ୱର, ୧୭ା୪( ଆମ ଭାରତ ): ଭୁବନେଶ୍ୱରରେ କରୋନାରେ ଆକ୍ରାନ୍ତ ଥିବା ଆଉ ଦୁଇ ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ସେମାନଙ୍କ ରିପୋର୍ଟ ନେଗେଟିଭ୍ ଆସିଛି । ଏହାସହ ସେ ହସ୍ପିଟାଲରୁ ଡିସଚାର୍ଯ୍ୟ ମଧ୍ୟ ହୋଇଛନ୍ତି । ବତ୍ତର୍ମାନ ରାଜ୍ୟରେ କରୋନା ଆକ୍ରାନ୍ତରେ ଥିବା ୨୧ଜଣ ସୁସ୍ଥ ହୋଇଛନ୍ତି ।

ଏନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।
ରାଜ୍ୟରେ କରୋନାରେ ୬୦ଜଣଙ୍କ ରିପୋର୍ଟ ପଜିଟିଭ୍ ଥିଲା । ସେମାନଙ୍କ ମଧ୍ୟରୁ ୨୧ଜଣ ସୁସ୍ଥ ଓ ଜଣଙ୍କର ମୃତ୍ୟୁ ହେବା ପରେ ବର୍ତ୍ତମାନ ୩୮ଟି ଆକ୍ଟିଭ କେସ୍ ରହିଛି ।

Leave A Reply

Your email address will not be published.